logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଅଦାଲତ
କଛ୍‌ରୀ
ଆମ ରାଜ୍ୟରେ ସର୍ବୋଚ୍ଚ ଅଦାଲତ ରହିଛି ।
ଆନିଆ ରାଏଜ୍‌ତେ ଝାକିଆତାୟ ମାହା କଛ୍‌ରୀ ଆଃଇ ।

ଅବିବେକି
ନିରବୁଧିଆ
ଅବିବେକି ବିନଷ୍ଟ ହେବ ।
ନିରବୁଧିଆ ଖାରବ ହଏ ଗ‌ଅନା ।

ଅବଜ୍ଞା
ହେଲାଃ
ବାପା ମାଆଙ୍କ ଆଦେଶ ଅବଜ୍ଞା କରନାହିଁ ।
ବୁଆ ମାଁ କାୟମ ତେ ହେଲାଃ ଆବୁ ବାୟେପେ ।

ଅଫିସର
ସାହେବ
ଆମ ସାହିକୁ ଜଣେ ଅଫିସର ଆସିଥିଲେ ।
ଏଲାଃ ପାଡାବୁଙ୍ଗ ମୁଇଙ୍ଗ୍ ସାହେବ ଡେଲ୍‌ସିଥଃ ।

ଅଶେଷ
ଉମ୍‍ ବଙ୍ଗତା
ପ୍ରେମ ଅଶେଷ ଅଟେ ।
ଲେବୁୟନା ଉମ୍‌ ବଙ୍ଗତା ।

ଅବଶ୍ୟ
ଯେନ୍ତାଲାଃଜ
ଆମକୁ ଅବଶ୍ୟ ସମାଜ ସେବା କରିବାକୁ ହେବ ।
ଆନିଙ୍ଗତେ ଯେନ୍ତାଲାଃଜ ସମାଜ ସେବା ବାୟନା ଗୁର୍‌ନା ।

ଅଳ୍ପଣକ୍ଷ
ଇଚିଃଆଃଥମ୍‌
ଇନ୍ଦ୍ରଧନୁ ଅଳ୍ପକ୍ଷଣ ଦେଖାଯାଏ ।
ରାମଧୁନ ଇଚିଃ ଆଃଥମ୍‌ ଜୟତା

ଅସ୍ଥି
ଜାଙ୍ଗ୍
ଆମ ଦେହରେ ୨୦୬ ଖଣ୍ଡ ଅସ୍ଥି ଅଛି ।
ଆନିୟାଃ ନିରିତେ ୨୦୬ ଖଣ୍‌ ଜାଙ୍ଗ୍ ଆଃଇ ।

ଅସହଯୋଗ
ଖାପ୍‌ଛଡା
ଅସହଯୋଗ କଲେ ସମାଜ ବିକାଶ ହେବ ନାହିଁ ।
ଖାପ୍‌ଛଡା ବାୟଲାଃ ସମାଜ ଆଘ୍‌ଲି ଉମ୍‌ ବଢ଼େଢା ।

ଅଝଟ୍‍
ଅଲଝଟ୍‍
ଅଝଟ୍‍ କରିବା ମନ୍ଦ ଅଟେ ।
ଅଲଝଟ୍‍ ବାୟନା ଖାରାପ୍‌ ହାଏ ।


logo