logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଅଦୁର
ଅଲଗାୟେ
ମନ୍ଦ ଅଭ୍ୟାସକୁ ନିଜଠୁ ଅଦୁର କର ।
ଖାରାବ୍‌ ଅଭିଆସ ନିରିତାୟ ଅଲଗାୟେ ।

ଅଳ୍ପ
ଇଚିଃ
ମୁଁ ଅଳ୍ପ କହେ ବେଶୀ କରେ ।
ଇଙ୍ଗ୍ ଇଚିଃ ଗାମ୍‌ତିଙ୍ଗ୍ ଖୋବ୍‍ କାମୁତାଏଙ୍ଗ୍ ।

ଅଳ୍ପାୟୁ
ଆୟୁ କମେନା
ନିଶା ସେବନ କଲେ ଅଳ୍ପାୟୁ ହୁଏ ।
ନିଶା ଜିନିଷ ଉଥଃଲାଃ ଆୟୁ କମେ ଗଃତା ।

ଅମଙ୍ଗ
ଉମ୍‍ ମାନେକି
ମଲି ବଣକୁ ଯିବାକୁ ଅମଙ୍ଗ ହେଲା ।
ମଲି ଆଡାୟ ସାନ୍‌ ନାଃଥମ୍‍ ଉମ୍‌ ମାନେ କି ।

ଅସ୍ତ୍ର
ହାଥିୟାର
ଯେ ଅସ୍ତ୍ର ଧାରଣ କରେ ସେ ଅସ୍ତ୍ରରେ ମରେ ।
ବେର ହାଥିଆର ଧଃତେ ତେ ଆଡି ହାଥି ଆର ତେ ଗୋଏଗ୍‌ତା ।

ଅଳି
ଅଲଝଟ୍‍
ମିନି ସ୍କୁଲକୁ ଯିବା ନିମନ୍ତେ ଅଳି କରୁଛି ।
ମିନି ଇସ୍କୁଲ ସାନ୍‍ ନାଃଥମ୍‍ ଅଲଝଟ ତାଏଗ୍‍ ।

ଅର୍ଦ୍ଧରାତ୍ର
ନିଶାନ ଇଡିବତେ
ଚୋର ଅର୍ଦ୍ଧରାତ୍ରରେ ବାହାରେ ।
ସୁରୁମ୍‌ ଲେବୁ ନିଶାନ ଇଡିବ୍‌ତେ ମୁଃତା ।

ଅଦ୍ଭୁତ
ଅଜବ୍‍
ଆକାଶରେ ବେଳେବେଳେ ଅଦ୍ଭୁତ ଦୃଶ୍ୟ ଦେଖାଯାଏ ।
ଶୂଇନ୍‍ ତେ ମେସନ୍‍ ମେସନ୍‍ ଅଜବ୍‍ ଜିନିଷ ଜୟତା ।

ଅଧା
ଆଧା
ବଗିଚାର ଅଧା କାମ ଆମେ କରିବୁ ।
ବାଡିଆ ଆଧା କାମୁ ଏଲେ ବାୟେଲେ ।

ଅଧିର
ନିରାଶ
ଦୁଃଖ ବେଳେ ଆମେ ଅଧିର ହେଉ ।
କସୁଭେରେ ଆନିଙ୍ଗ ନିରାଶ ହଏତାନିଂ ।


logo