logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଅଣଓସାରିଆ
ସାଁକୁର
ଆମ ଗ୍ରାମକୁ ଅଣଓସାରିଆ ରାସ୍ତାଟିଏ ଅଛି ।
ଏଲାଃ କେଲ୍‌କେ ସାଁକୁର ଗଏଞ୍ଜୁଗ୍‌ ମୁଇଙ୍ଗ୍ ଆଃଇ ।

ଅକ୍ଷର
ଲେଖା
ତୁମର ଅକ୍ଷର ବହୁତ ସୁନ୍ଦର ଅଟେ ।
ଆମାଃ ଲେଖା ବଡ଼ା ସୁନ୍ଦର ଆଃଇ ।

ଅଠା
ଲସା
ଅଠାରେ କାଗଜ ଲଗାଯାଏ ।
ଲସାବୁଙ୍ଗ୍ କାଗତ୍‌ ଲଟକାଏ ତେକି ।

ଅପେକ୍ଷା
ଆଗୁର
ମୁଁ ତୁମକୁ ଅପେକ୍ଷା କରି ଆସିବି ।
ଇଙ୍ଗ୍ ଆମତେ ଆଗୁର କରି ଡେଲ୍‌ନାଏଙ୍ଗ୍ ।

ଅକଲ ଗୁଡୁମ୍‍
ବୁଃଧି ସିଡ୍‌ଗଃକି
ମୃତ୍ୟୁ ଖବର ପାଇ ମୋ ଅକଲ ଗୁଡୁମ୍‍ ହେଲା ।
ଗୋଏଗ୍‍ନା/ନାସେନା ଖବର କୁଇ କରି ଇଙ୍ଗାଃ ବୁଃଦ୍ଧି ବେଣାଏ ଗଃକି ।

ଅଧଃକ୍ରମ
ତୁତାବୁଙ୍ଗତୁତା
ମୁଁ ଅଧଃକ୍ରମରେ ନାମଗୁଡ଼ିକ ପଢିଲି ।
ଇଙ୍ଗ୍ ତୁତାବୁଙ୍ଗତୁତା ନା'କି ପଢେ କିଙ୍ଗ୍ ।

ଅମ୍ଳ
ରଜଟ୍‍
ଅମ୍ଳ ରସ ପିଇ ହୁଏ ନାହିଁ ।
ରଜଟ୍‍ ରସ ଉଡ୍‌ନା ଉମ୍‌ ହଏତା ।

ଅନ୍ନ
ଅରନ୍‌
ଅନ୍ନ ବିନା ଆମେ ବଞ୍ଚି ପାରିବା ନାହିଁ ।
ଅରନ୍‌ ମ ଲାଃ ଆନିଙ୍ଗ ବାନ୍‌ଚେନା ଉମ୍‌ ପାଲେନିଙ୍ଗ୍ ।

ଅଂଟା
କଡ଼ି
ବୁଢ଼ାବୁଢ଼ୀ ମାନେ ଅଂଟା ସିଧା କରିପାରନ୍ତି ନାହିଁ ।
କେଣର୍‌ ବଃ କାଣାୟ କି କଡ଼ି ସଲ୍‌ଖାଏନା ଉମ୍‌ ପାଲତେକି ।

ଅଁଳା
ଆଉଁଲା
ଅଁଳା ତେଲ କେଶକୁ ଭଲ ।
ଆଉଁଲା ଜୋଲ ଉଲିଆଃ ଥମ୍‌ ବନେ ହାଏ ।


logo