logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଓଡ଼ିଆ ଶଦ୍ଦ (Odia word)
ଖଡ଼ିଆ ଶଦ୍ଦ (Kharia word)
ଓଡ଼ିଆ ବାକ୍ୟ (Odia Sentence)
ଖଡ଼ିଆ ବାକ୍ୟ (Kharia Sentence)


ଅତିଥି
ଗତିଆ
ଆମ ଘରକୁ ଅତିଥି ଆସିଛନ୍ତି ।
ଏଲାଃ ଅଃ ବୁଙ୍ଗ୍ ଗତିଆ ଡେଲସିକ୍‍ ମେନ୍‍ ।

ଅଙ୍କନ
ଛାପା
ଗୋଟିଏ କାଉର ଚିତ୍ର ଅଙ୍କନ କର ।
ମୁଇଙ୍ଗ୍ କୁଆ ଗାଃ ଛାପା ବାୟେ ।

ଅଭିଭାବକ
ଗମ୍‌କେ
ଅଭିଭାବକ ମାନେ ତୁମର ଯତ୍ନ ନିଅନ୍ତି ।
ଗମ୍‌କେ କି ଆମ୍‌ପାଃ ଯତନ୍‍ ଡତ୍‌ତେକି ।

ଅଭ୍ୟାସ
ଅଭିଆସ
ଗୀତ ଗାଇବା ଅଭ୍ୟାସ କର ।
ଆଲଙ୍ଗ୍ ନାଃଥମ୍‍ ଅଭିଆସ ବାୟେ ।

ଅଭିନୟ
କୁଇଗ୍‌ନା
ରବି ଭଲ ଅଭିନୟ କରି ଜାଣେ ।
ରବି ବନେ ପାଟ୍‌ ବାଏନା କୁଇଗ୍‌ନା ସଏଗ୍‌ ତେ ।

ଅଜା
ଆଜା
ଆମ ଅଜାଙ୍କ ନାମ ମଙ୍ଗଲୁ ମାଝୀ ।
ଏଲାଃ ଆଜାଃ ନା ମଙ୍ଗଲୁ ମାଝୀ ।

ଅଧିକ
ଅଏତ୍‌କା
ମୁଁ ଅଧିକ ପାଠ ଜାଣେ ।
ଇଙ୍ଗ୍ ଅଏତ୍‌କା ପାଠ୍‌ ସଏକ୍‌ ତିଙ୍ଗ୍ ।

ଅମୃତ
ପବିତା
ଅମୃତ ଖାଇବା ଦେହ ପକ୍ଷେ ହିତକର ।
ପବିତା ନ‌ଅନା ନିରିଆଃଥ୍ମ୍‌ ବନେ ହାଏ ।


logo