logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

କଳି
ଏରାଂ
କଳିରୁ ଶାନ୍ତି ହଜିଯାଏ ।
ଏପେରାଙ୍କତେ ଶାନ୍ତି ଆଡୁଆ ।

କଥାଭାଷା
ଜାଗାରଜାପାଗାର
ଆମ କଥାଭାଷା ସ୍ୱାଦ ଯୁକ୍ତ ହେବା ଉଚିତ୍‍ ।
ଆକୱେ ଜାଗାରଜାପାଗାର ନଗତଗେ ତାଇନ କାଜି ।

କରୁଣ
ଦୁକୁ
ଦୁଃଖି ଲୋକର କରୁଣ କ୍ରନ୍ଦନ ଇଶ୍ୱର ଶୁଣନ୍ତି ।
ଦୁକୁ ହୋକୱା ଦୁକୁରାଆ ସିଙ୍ଗବଙ୍ଗା ଆୟୁମେୟା ।

କମ୍ପାଉଣ୍ଡର
କମ୍ପାଉଣ୍ଡର
ଡାକ୍ତରଖାନାରେ କମ୍ପାଉଡର ଔଷଧ ଦିଅନ୍ତି ।
ଡାକ୍ତରଖାନାରେ କମ୍ପାଉଡର ରେଡ୍‍ଏ ଏମେୟା ।

କର୍ମଚାରୀ
ପାଇଟିତାନକ
କର୍ମଚାରୀ ନିଜର କର୍ତ୍ତବ୍ୟରେ ବିଶ୍ୱସ୍ତ ହେବା ଉଚିତ ।
ପାଇଟିତାନକ୍‍ ଆପ୍ନାର୍‍ ପାଇଟିରେ ବିଶ୍ୱାସ ତଇନ କାଜି ।

କରଇ
ପାଇଟିଏ
ମୁଁ ନିତି ସକାଳେ ପ୍ରାର୍ଥନା କରେ ।
ଆଞ୍ଜ ଯାଆଦିନ ସେତାଆଞ୍ଜ ପ୍ରାର୍ଥନାୟା ।

କଷଣ
ଦୁକୁ
କଷଣ ସହିବା ବୁଦ୍ଧିମାନର କାମ ଆଟେ ।
ଦୁକୁ ସାହାତାଂ ସେୟାଁକ ୱାଆ ପାଇଟି ।

କର୍ଣ୍ଣ
ଲୁତୁର
କର୍ଣ୍ଣ ଦ୍ୱାରା ଶ୍ରବଣ ହୁଅଇ ।
ଲୁତୁରତେ ବୁ ହାୟୁ ମେୟା ।

କଇଁଚି
ରାଚାମ
କଇଁଚିରେ ବାଳ କଟା ଯାଏ ।
ରାଚାମତେ ବଅବାଲେକ ରାଚାମ୍‍ ମେୟାଃ ।

କଇଁଛ
ହର
ଗହୀରମଥା କଇଁଛଙ୍କ ପ୍ରଜନନ କେନ୍ଦ୍ର ଅଟେ ।
ଗହିରମଥା ହରକୱା ଦୁଳିନ ଜାଗା ।


logo