logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଗଞ୍ଜା
ସାଣ୍ଡି
ଗଞ୍ଜା କୁକୁଡା ରାତିରେ ଡାକେ ।
ସାଣ୍ଡି ସିମ୍‍ ନିଦେଏ ରାଆୟ ।

ଗଢିବା
ବାଇ
ମୂର୍ତ୍ତି ଗଢିବା ଶିଳ୍ପୀର କାମ ।
ମୂର୍ତ୍ତି ବାଇ ମୁରୁତ ବାଇତାନିଏ ପାଇଟି ।

ଗଣିବା
ଲେକା
ଅସାବଧାନ ହେଲେ ଟଙ୍କା ଗଣିବା ଭୁଲ ହେବ ।
ବିନେ ଶାବଧାନରେ ଟାକା ହିସେବେରେ ଭୁଲ ହାବାନା ।

ଗରଗର
କୁରକୁର
ଦୁଷ୍ଟ ଲୋକ ସବୁବେଳେ ଗରଗର ହୁଏ ।
ଖାରାବ‍ ହ' ସାବିନ ଇମିତେ କୁରକକୁରରେଏ ତାଇନେ ।

ଗଢିଲା
ବାଟିଜାନା
ବାଲଟି କାଦୁଅରେ ଗଡିଲା ।
ବଲ ଲସଡରେ ବାଟିଜାନା ।

ଗଣ
ଲେକା
ତୁମର କେତଟି ଆଙ୍ଗୁଳି ଗଣ ।
ଆପେୟାଆ ଚିମିନେଙ୍ଗ ଆଙ୍ଗୁଳି ଲେକାଏପେ ।

ଗଡାଇବା
ବାଟି
ପଥର ଗଡାଇବାବେଳେ ସାବଧାନ ।
ଦିରି ବାଟିଇମିତାଂ ହୁସିଆର୍‍ ।

ଗମନା ଗମନ
ସେନଅ ହୁଜୁଉ
ଆଜିକାଲି ଗମନା ଗମନ ସୁଗମ ହୋଇଛି ।
ନାଆବରସିଂ ସେନଅ ଦୁବୁଉ ସୁବୁଧା କାନା ।

ଗଧ
ଗାଧା
ଗଧ ପିଠିରେ ମାଲ ବୁହାଯାଏ ।
ଗାଧା ଦୟାରେ ଜିନିଷକ ଲାଦିୟେ ।

ଗରିଲା
ବୁରୁହ
ଗରିଲା ମାଙ୍କଡ ପ୍ରଜାତିରେ ଏକ ବନ୍ୟ ପ୍ରାଣୀ ଅଟେ ।
ବୁରୁହ ସାରାଂ ଜାତିରେନ୍‍ ମିଏଡ୍‍ ଜୀବ ।


logo