logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଖୋଲିବା
ଖୁଲାଅୟା
ଆସ ବ୍ୟାଙ୍କରେ ଏକ ଜମା ଖାତା ଖୋଲିବା ।
ଏଲାବୁ ବ୍ୟାଙ୍କାରେ ମିଏଡ୍‍ ଜାମାଖାତାବୁ ଖୁଲାଅୟା ।

ଖୋଜିବା
ନାମ୍‍
ଯଦି ଖୋଜିବା ତେବେ ନିଶ୍ଚୟ ପାଇବା ।
ଯଦିବୁ ନାମିୟେ ଏନରେବଃ ନାମ୍‍ ବାପାଡିଇ ଗେୟାବୁ ।

ଗଣନା
ଲେକା
ପ୍ରତି ଦଶ ବର୍ଷକୁ ଥରେ ଜନଗଣନା କରାଯାଏ ।
ସାବିନ ଗେଲସିର୍ମାରେ ମିଶେ ହୋଲେକା ହବାନା ।

ଗରମ
ଲଲ
ଜ୍ୱର ବେଳେ ଦେହ ଗରମ ହୋଇଯାଏ ।
ହାସୁ ସମୟାରେ ହମଅ ଲଲଗେ ତାଇନେ ।

ଗଣ୍ଠି
ଖୁଞ୍ଜା
ଡାଳର ଗଣ୍ଠିରେ ଶାଖା ବାହାରେ ।
କତରେ ଯା ଖୁଞ୍ଜାରେ କତ ଅଣ୍ଡଙ୍ଗ ।

ଗତି
ଇସୁଜୁର୍‌
କାର ଦୃତ ଗତିରେ ଯାଇପାରେ ।
କାର ଇସୁଜୁର୍‌ତେ ସେନ୍‌ ଦାଇଏ ।

ଗତିବିଧି
ସେନଅହୁଦୁଉ
ପୋଲିସ ଚୋରର ଗତିବିଧି ଲକ୍ଷ କରନ୍ତି ।
ପୋଲିସ କୁମ୍ବୁୟେଏ ସେନଅ ହୁରୁଉକ ଚିରଗେଲିଏ ।

ଗପ
କାହାନି
ମୋତେ ଗପ ଶୁଣିବାକୁ ଭଲ ଲାଗେ ।
ଆଞ୍ଜ କାହାନି ଆୟୁମ ରାଆସାଞ୍ଜେ ।

ଗପବହି
କାହାନି କିତାବ
ବାପା ମୋ ପାଇଁ ଗୋଟିଏ ଗପବହି ଆଣିଦେଲେ ।
ଆପୁଞ୍ଜ ଆଞ୍ଜଗ୍‍ ଲାଗିଡ୍‍ ମିଏଡ୍‍ କାହାନି କେତେବେଏଃ ଆଗୁଏଡିଞ୍ଜେ ।

ଗର୍ବ
ମାରାଂଦେଖାଅ
ଗର୍ବ କଲେ ଖର୍ବ ହୁଏ ।
ମାରାଙ୍ଗ ଦେଖନରେଦଃ କାରାବ ହାବାନା ।


logo