logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

କ୍ରମାନ୍ୱୟରେ
ଲିକାଏଲିକା
କ୍ରମାନ୍ୱୟରେ ଉପସ୍ଥାନ ଦିଅ ।
ଲିକାଏ ଲେକା ହାଜିରି ଏ ମେପେ ।

କ୍ରିକେଟ
କ୍ରିକେଟ
ଆଜିକାଲି କ୍ରିକେଟ ଲୋକପ୍ରିୟ ଖେଳ ପାଲେଟିଛି ।
ନାଆ ବାରାସିଂ କ୍ରିକେଟ ହୋକଆ ରାଆସା ଇନୁଂ ବାଇୟଅତାନା ।

କୃଷକ
ଚଷୀ
ମୋ ବାପା ଜଣେ କୃଷକ ଥିଲେ ।
ଆଞ୍ଜାଆ ବାବା ମିଏଡ୍‍ ଚାଷୀ ତାଇକେନ ।

କ୍ଲାନ୍ତ
ଲାଂଗା
ଶ୍ରମିକଟିଏ କ୍ଳାନ୍ତ ହୋଇ ଘରକୁ ଫେରେ ।
ପାଇଟିନିଇ ଲାଂଗା କାନ୍ତେ ଅୱାତେଏ ରୁୱେଏ ।

କ୍ଳେଶ
ଦୁକୁ
ବିଭିନ୍ନ କ୍ଳେଶରେ ଆଜିର ମଣିଷ ଜର୍ଜରିତ ।
ଚିମିନ ଚିମିନ ଦୁକୁତେ ନାଆଃ ବାରସିଂ ହୋ'ଟାପେୟାକାନା ।

ଖବର
ଖବର
ଖବର କାଗଜ ସମାଜର ଦର୍ପଣ ଅଟେ ।
ଖବର କାଗଜ ସମାଜରେୟାଃ ନେପେଲତାନାଆ ।

ଖସଡା
ଖସଡା
ବିଦ୍ୟାଳୟମାନଙ୍କରେ ଖସଡା ନିର୍ମିତ ହୋଇଛି ।
ଇସ୍କୁଲରେ ଖସଡା ବାୟେ କାନୱା ।

ଖପରା
କେଚଅ
ହାଣ୍ଡିଭାଙ୍ଗିଲେ ଖପରା ହୋଇଯାଏ ।
ଚାଟୁ ରାପୁଡ୍‍ଜାନାରେ କେଚଅ ବାଇନେ ।

ଖଜୁରୀ
କିଜିର
ଆମ ଗାଁରେ ଡେଙ୍ଗାଡେଙ୍ଗା ଖଜୁରୀ ଗଛ ଅଛି ।
ଆଲେ ହାତୁରେ ସାଲାଙ୍ଗି ସାଲାଙ୍ଗି କିଜିର ଦାରୁ ମେନାଃ ।

ଖଡିକା
ଜନା
ଖଡିକାରେ ଗୁହାଳ ସଫା କରାଯାଏ ।
ଜନଅତେ ଗୁୱଁକ ସାଫାୟା ।


logo