logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

କୋଳରେ
କୟଂରେ
ଧରଣୀ ନିଜ କୋଳରେ ଆମକୁ ଧରିଛି ।
ଧରତି ଆୟାଆ କୟଂରେ ଆବୁଉ ସାବତାଦବୁଏ ।

କୋଳାହଳ
କାକାଲା
ହାଟର କୋଳାହଳ ବହୁ ଦୂରକୁ ଶୁଣାଯାଏ ।
ହାଆଟ ରେୟାଃ କାକାଲା ଏସୁସାନିଂ ଆୟୁମୱା ।

କୋହଲା
ରାବାଙ୍ଗପୁକେଡ଼
ଶୀତ ଋତୁରେ ବେଳେବେଳେ କୋହଲା ପାଗ ହୁଏ ।
ରାବାଙ୍ଗ ଚାଣ୍ଡୁରେ ମିସେମିସେ ରାବାଙ୍ଗା ପୁକେଡ଼ ଆଏ ।

କୋଡି
କୁଡ଼ଲେମ
ଆମେ କୋଡ଼ି ସାହାଯ୍ୟ ଘାସ ସଫା କରୁ ।
ଆବୁ କୁଡଦଲେମତେ ତାସାଡବୁ ସାଫାୟା ।

କୌତୁହଳ
ସାନାଂ
ନୂଆ ଜିନିଷ ଦେଖିବାକୁ କୌତୁହଳ ଜାତ ହୁଏ ।
ନାମା ଜିନିଷ ନେଲଗେ ସାନାଙ୍ଗ ହୁଜୁୱା ।

କୌଶଳ
ବୁଦ୍ଧି
ହାଣ୍ଡି ଗଢିବାରେ କୌଶଳ କୁମ୍ଭାର ମାନେ ଯାଣନ୍ତି ।
ଚାଟୁ ବାଇତେୟାଃ ବୁଦ୍ଧି କୁଙ୍କେଲକ ଆଦାନା ।

କୌଣସି
ଯାହାନ
ପର୍ଯ୍ୟାବରଣ ସୂରକ୍ଷା ପାଇଁ କୌଣସି ଉପାୟ ବାହାର କର ।
ପରିବେଶ ବାଚାଅଲାଗିଡ଼ ଯାହାନା ହରା ନାମେ ପେ ।

କ୍ୟାପ
ଟୁପି
କ୍ରିକେଟ ଖେଳରେ କ୍ୟାପ ପିନ୍ଧି ଥାନ୍ତି ।
କ୍ରିକେଟ ଇନୁଂରେ ଟୁପି କ ତୁସିଙ୍ଗେନା ।

କ୍ୟାପଟେନ୍‍
କ୍ୟାପଟେନ୍‍
ଦକ୍ଷ କ୍ୟାପଟେନ୍‍ ହେତୁ ଦଳ ସଫଳତା ପାଏ ।
ଆଦାନ କ୍ୟାପଟେନ ତାଇନରେ ଇନୁଂକ ଦାୟେ ।

କ୍ରମ
ଲିକାଏଃ
କ୍ରମ ଅନୁସାରେ ନାମ ଲେଖା ।
ଲିକାଏ ତାନ୍‍ ଲେକା ନୁତୁମ ଅଲେପେ ।


logo