logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

କାକୁଡି
ତାୟାର
ଖରାଦିନେ କାକୁଡି ଖାଇବା ଭଲ ।
ଦେଟେସିଙ୍ଗି ତାୟାର୍‍ ଜମେରେ ବୁଗିନ ଆଦାୱା ।

କାମ
ପାଇଟି
ରୋଗୀ ସେବା କରିବା ଏକ ମହତ୍ତ୍ୱ କାମ ଆଟେ ।
ରୋଗାତାନ୍‍କା ସେବାକାର ଏସୁ ମାରାଂ ପାଇଟି ତାନା ।

କାଠିକୁଟା
ତବରାକ
ବର୍ଷାଜଳରେ କାଠିକୁଟା ଭାସିଯାଏ ।
ଗାମାକେରେ ତବରାକ ଆଦୁନ ।

କତି
କାତୁ
ପରିବା କାଟିବା ପାଇଁ କାତି ଦରକାର ।
ସବଜି ହାଡ୍‍ ଲାଗିଡ୍‍ କାତୁ ଦରକାର ।

କାଖ
ହାତ୍‍ଲାଆ
ବୁଢାଟି ଛତାଟି କାଖରେ ଜାକି ଯାଉଛି ।
ବୁଳେ ଛାତାମ୍‍ ଲାଚାରରେ ହେରବେଡ୍‍ କାତେଏ ସେନଅତାନ ।

କାହାଣୀ
କାହାନି
ଜେଜେମା ମୋତେ କାହାଣୀ କହି ଶୁଆଇ ଦିଅନ୍ତି ।
କିଏଞ୍ଜ ଆଞ୍ଜକେ କାହାନି କାଜିକାଜି ତେଏ ଗିତିଏଞ୍ଜେ ।

କାନଫୁଲ
ବାଆ ମୁରୁକି
ଝିଅମାନେ ସୁନାର କାନଫୁଲ ପିନ୍ଧନ୍ତି ।
କୁରହନକ ସୁନାରେୟା ମୁରକି ତେକ ମୁର୍‍କିନେ ।

କାଗଜ
କାଗଜ
କାଗଜରେ ବହି ତିଆରି ହୁଏ ।
କାଗଜୱାତ ତେ ବହି ବାୟୁୱା ।

କାର୍ଡ
କାର୍ଡ
କାର୍ଡରେ ଚିଠି ଲେଖି ପଠାଯାଏ ।
କାର୍ଡରେ ଚିଠି ଅଲକାତେ କୁଲୱା ।

କାନକୁ
ଲୁତୁର
ମନ୍ଦ ଭାଷା କାନକୁ ଭଲ ଶୁଭେ ନାହିଁ ।
କାରାବ କାଜି ଲୁତୁରରେ ବିଗିନ କାହା ଆୟୁମୱା ।


logo