logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

କଣ୍ଟା
ଜାନୁମ
ଗୋଲାପ ଗଛରେ କଣ୍ଟା ଥାଏ ।
ଗୋଲାପ ଦାରୁରେ ଜାନୁମ ତାଇନେ ।

କଦଳୀ
କାଦାଲ୍‍
କଦଳୀ ଏକ ସୁଆଦିଆ ଫଳ ଆଟେ ।
କାଦାଲ୍‍ ମିଏଡ୍‍ ନଗଡ୍‍ଜ ତାନାଆ ।

କମଳା
ସାନ୍ତରା
କମଳାର ଫଳରସ ବାହାର କାରାଯାଏ ।
ସାନ୍ତରାଏତେ ଜ ' ରାଶିକ ଅଣ୍ଡଙ୍ଗେୟା ।

କଞ୍ଚା
ବେରେଲ
କଞ୍ଚା କାଠ ସହଜରେ ଜଳେ ନାହିଁ ।
ବେରେଲ ସାଆନ୍‍ ଆଞ୍ଜାଆ କାହା ଜୁଲୁୱା ।

କଲବଲ
ଜାରାବଜାରାବ୍‍
ଭିକାରୀଟି କଲବଲ ହୋଇ ଅନେଇଛି ।
କଏଁ ତାନିଇ ଜାରାବଜାରାବ୍‍ ତାନେଏ ନେଲତାନା ।

କପୋତ
ପୁତେମ୍‍
କପୋତ ଚିତ୍ର ବିଚିତ୍ର ଅଣ୍ଡା ଦିଏ ।
ପୁତେମ‍ ଆଣ୍ଡା ବେଙ୍ଗେରେଏ ଗେୟାଃ ।

କପୋତ
ପୁତେମ୍‍
କପୋତ ଶନ୍ତିର ପ୍ରତୀକ ଅଟେ ।
ପୁତେମ୍‍ ଶାନ୍ତରେନ ହନ୍‍ ତାନାଇ ।

କମ୍ପନ
ରୁକୁ
ଘଣ୍ଟିକୁ ଆଘାତ କଲେ କମ୍ପନ ସୃଷ୍ଟି ହୁଏ ।
ଘାନଣ୍ଟିକେ ତାମେ ରେଦଃ ରୁକୁନେ ।

କମ୍‍
ହୁଡିଁ
କମ‍ ବୃଷ୍ଟିପାତରେ ଭଲ ଫସଲ ହୁଏ ନାହିଁ ।
ହୁଡିଁ ଗାମାରେ ବୁଗିନ ଚାଷ କାହା ହବାନା ।

କମ୍ବଳ
କମ୍ବଲ
କମ୍ବଳ ଘୋଡେଇ ହେଲେ ଶୀତରୁ ରକ୍ଷା ମିଳେ ।
କମ୍ବଲ ଉୟୁନରେ କାହା ରାବାଙ୍ଗା ।


logo