logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଶୃଙ୍ଖଳା
ନିୟେମ
ପ୍ରତି କାର୍ଯ୍ୟରେ ଶୃଙ୍ଖଳା ରହିବା ଆବଶ୍ୟକ ।
ସାବେନ ପାଇଟିରେ ନିୟେମ ହବାନ ଦରକାର ।

ଶୃତଲିଖନ
ଆୟୁମଅନଲ
ପ୍ରତିଦିନ ଶୃତଲିଖନ ଅଭ୍ୟାସ କର ।
ସାବିନଦିନ ଆୟୁମ ଅନଲ ସେବେପେ ।

ଶେଉଳ
ଶୁଲି ହାଇ
ଶେଉଳ ମାଛ ଭାରି ସୁଆଦିଆ ।
ଶୁଲି ହାଇ ଇସୁ ନଗଡାନଗିୟା ।

ଶେଷ
ଚାବାଜାନରେ
ପରୀକ୍ଷା ଶେଷ ହେଲେ ମୁଁ ମାମୁଁ ଘର ଯିବି ।
ପରୀକ୍ଷା ଚାବାଜାନ ରେ ମାମୁଁ ୱାଞ୍ଜ ସେନୁଆ ।

ଶୋଇବା
ଗିତିଇ
ବେଶୀ ଶୋଇବା ଦେହ ପ୍ରତି କ୍ଷତିକାରକ ।
ପୁରେଏ ଗିତିଇ ହମଅ ଲାଗିଡ କାଃ ବୁଗିନ ।

ଶୋଷ
ତେତାଙ୍ଗ
ଖରାଦିନେ ବାରମ୍ବାର ଶୋଷ ଲାଗେ ।
ଜେଟେ ସିଙ୍ଗି ନେଏ କତେ ତେତାଙ୍ଗା ।

ଶ୍ରବଣ
ଆୟୁମ୍‍
ଶ୍ରବଣ ଭିନ୍ନକ୍ଷମମାନଙ୍କୁ ଶ୍ରବଣ ଯନ୍ତ୍ର ଦିଆଗଲା ।
କାଃ ଆୟୁମଜ ଲାଗିଡ ଆୟମ ମେସିନ ଏମେୟାନାକ ।

ଶ୍ରେଣୀ
ଶ୍ରେଣୀ
ମୁଁ ତୃତୀୟ ଶ୍ରେଣୀ ରେ ପଢେଁ ।
ଆଞ୍ଜ‌ ତୁତୀୟ ଶ୍ରେଣୀରେ ପାଳାଞ୍ଜ ।


logo