logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଶଶୀ
ଚାଣ୍ଡୁଉ
ଶରତ ଶଶୀ ନିର୍ମଳ ଦେଖାଯାଏ ।
ଶରତ ଚାଣ୍ଡୁଉ କୁଟିମୁଲି (ସାବିନପା) ପାରଚିଗେ ନେଲେନା ।

ଶସ୍ତ୍ର
ଶାରକାପି
ଜଣେ ସୈନ୍ୟ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଥାଏ ।
ପାଲଟନ ସାରକାପିତେ ସାଜୱା କାନୁଏ ।

ଶସ୍ୟ
ଖିତି
ଶସ୍ୟ ଅମଳ ବେଳେ ଗାଁ ମୁଖରିତ ହୋଇଥାଏ ।
ଖିତି ହବାନ୍‍ ଇମିତେ ହାତୁ ରେଁଏଁ ଆଦାୱା ।

ଶାଗୁଆ
ଗୁରୁଞ୍ଜ
ଶୁଆ ଦେହର ରଙ୍ଗ ଶାଗୁଆ ଅଟେ ।
କେରେୟାଡ ହମଅ ଗୁରୁଞ ଗିୟା ।

ଶାଗୁଣା
ଦିଦି
ଆଜିକାଲି ଶାଗୁଣାମାନେ ଲୋପ ପାଇଗଲେ ।
ନାଆବାରସିଂ ଦିଦିକ ମୁଚେଡ ଜାନାକ ।

ଶାନ୍ତି
ଶାନ୍ତି
ଆଜିକାଲି ସମସ୍ତଙ୍କୁ ଶାନ୍ତି ଆବଶ୍ୟକ ହେଉଛି ।
ନାଆବାରସିଂ ସାବିକ ଶାନ୍ତି ଦରକାରତାନା ।

ଶାଳ
ଶାରଜମ
ଆମ ଗାଁ ପାହାଡରେ ବଡବଡ ଶାଳ ଗଛ ଅଛି ।
ଆଲେ ହାତୁ ବୁରୁରେ ମାରାଂ ମାରାଂ ଶାରଜମ ଦାରୁକ ମିନାଆ ।

ଶାସକ
ରାଇଜିତେନ୍‍
ଆମ ଦେଶରେ ଅନେକ ଉତ୍ତମ ଶାସକ ଅଛନ୍ତି ।
ଆବୁ ଦିଶୁମରେ ଚିମିନେଂ ଇସୁ ବୁଗିନ ରାଇଜେତେନକ ମିନାଆକୁଆ ।

ଶାସନ
ଶାସନ
ନିର୍ବାଚିତ ସରକାର ଦେଶ ଶାସନ କରନ୍ତି ।
ଭୋଟରେ ଦାୟିକେନକ ଦିଶୁମକ ଶାସନେୟା ।

ଶାସ୍ତି
ଦବନ୍‍
ପିଲାମାନଙ୍କୁ ଶାସ୍ତି ଦେବା ଉଚିତ ।
ହନକ କା-ଦବନକତିଆ କାଜି ।


logo