logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ମାଛ
ହାଇ
ମାଛ ଗାଲିସି ଦ୍ୱାରା ଶ୍ୱାସ ପ୍ରଶ୍ୱାସ କରେ ।
ହାଇ ଗାଲିସିତେଏ ଶାଏଡୟୋ ।

ମାଛ ବାଲା
ହାଇବାଲା
ମାଛ ବାଲା ମାଛ ବିକ୍ରି କରେ ।
ହାଇବାଲା ହାଇକଏଃ ଆକାରିଙ୍ଗ କୱା ।

ମାଟି
ହାସା
ଚିକିଟା ମାଟିରେ ଫସଲ ହୁଏ ନାହିଁ ।
ନାଆକା ହାସାରେ ଚାଷ ବୁଗିଲେକା କାହବାନା ।

ମାଠିଆ
ଚାଟୁ
ମାଠିଆରେ ଅଳ୍ପ ପାଣି ଥିଲା ।
ଚାଟୁରେ ହୁଳିଂଗେ ଦାଆ ତାଇକେନା ।

ମାଡଗୋଳ
ତାପାମ ରୁପୁଉ
ଦୁଷ୍ଟମାନେ ମାଡଗୋଳ ଖୋଜନ୍ତି ।
ଖାରାବ୍‍କ ତାପାମ ରୁପୁଉକ ନାମା ।

ମାଡପିଟ
ତାପାମା
ମଦ୍ୟପମାନେ ମାଡପିଟ କରନ୍ତି ।
ବୁଲଅକ ତାପାମାକ ।

ମାଣ୍ଡିଆ
କଦେ
ମାଣ୍ଡିଆ ଜାଉ ଦେହ ପାଇଁ ହିତକର ।
କଦେ ମାଣ୍ଡି ହମଅ ଲାଗିଡ ବୁଗିନ ।

ମାଧ୍ୟମ
ଏନାଙ୍ଗାଆ
ବିଦ୍ୟୁତ ସରାବରାହ ପାଇଁ ତାର ମାଧ୍ୟମ ଅଟେ ।
କରେଣ୍ଟ ସେନଅଲାଗିଡଦଃ ତାର ଏନାଙ୍ଗାଆ ସେନଆ ।

ମାମୁଁ
ମାମୁଁ
ଗତକାଲି ମାମୁଁ ଆମ ଘରକୁ ଆସିଥିଲେ ।
ହଲା ମାମୁଁ ଆଲେ ଅୱାତେ ହୁଜୁଉଲେନା ।

ମାଳ
ହିସିର
ସାଭାରେ ଅତିଥିଙ୍କ ଫୁଲମାଳ ଦିଆଯାଏ ।
ଦୁନୁବରେ କୁପୁଲକେ ବାହା ହିସିରକ ହିସିରକିଏଃ ।


logo