logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ମତ୍ସ୍ୟ
ହାଇ
ଆମ ଗାଁ ପୋଖରୀରେ ମତ୍ସ୍ୟଚାଷ କରାଯାଉଛି ।
ଆଲେ ହାତୁ ବାନ୍ଧାରେ ହାଇକ ଚାଷତାଡକୱା ।

ମଥା
ସାମାଂ
ଓଡିଆ ବୋହୁ ମଥାରେ ଓଢଣା ଟାଣନ୍ତି ।
ଓଡିଆ କିମିନ ସାମାଂରେଏ ଓଢଣାନା ।

ମଧୁର
ନଗଡ୍‍
ଅଖୁରସ ମଧୁର ଲାଗେ ।
ଆ'କୁ ରାଶଇ ନଗଡ୍‍ ଆଦାୱା ।

ମଧ୍ୟବର୍ତ୍ତୀ
ତାଲା
ଚାରି,ତିନି ଓ ପାଞ୍ଚର ମଧ୍ୟବର୍ତ୍ତୀ ସଂଖ୍ୟା ଅଟେ ।
ଚାରି , ତିନି ଅଣ୍ଡଅ ପାଞ୍ଚର ତାଲାରେୟାଃ ସଂଖ୍ୟା ।

ମଧ୍ୟରେ
ବିତରରେ
ଆମ ମଧ୍ୟରେ ରବି ଅଧିକ ଡେଙ୍ଗା ଅଟେ ।
ଆଲେ ମଧ୍ୟରେ ରବି ପୁରେଏ ସାଲିଙ୍ଗିଏ ।

ମନ
ମନ୍‍
ସରଳ ମନ ଯାହାର ସେ ଶାନ୍ତିରେ ରହେ ।
ସାଦାସିଦେ ମନ୍‍ ଅକୱା ଆଏଃ ଶାନ୍ତିରେଏ ତାଇନେ ।

ମନଭରି
ମନପେରେଏ
ନନ୍ଦନକାନନରେ ପଶୁପକ୍ଷୀଙ୍କୁ ମୁଁ ମନଭରି ଦେଖିଲି ।
ନନ୍ଦନକାନନରେନ୍‍ ଜାନୁଆର୍‍ ଅଏକ ମନ ପେରେଏଞ୍ଜ ନେଲକେଡକୱା ।

ମନମାରି
ଉଳୁଃଉତେ
ଫେଲ ଖବର ଶୁଣି ମନମାରି ବସିଛି ।
ଫେଲଜାନା ମେନ୍ତେ ଆୟୁମ କେଡତେ ସୁନୁ ଉଳୁଉତେ ଦୁବାକାନା ।

ମନଯୋଗ
ମନ୍‍ଧ୍ୟାନ୍‍
ପିଲାଏ ପାଠପଢାରେ ମନଯୋଗ କରିବା ଉଚିତ୍‍ ।
ହନକ ପାଳାଅରେ ମନ୍‍ଧ୍ୟାନତେୟା କାଜି ।

ମନାସୁଥିବା
ଆଦାର୍ଶ
ଆମେ ଆମ ଦେଶର ଶୁଭ ମନାସୁଥିବା ।
ଆଲେ ଆବୁ ଦେଶୁମ ଲାଗିଡ୍‍ ବୁଗିନ ଆର୍ଦାଶ ମେନାଃ ।


logo