logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଭିନ୍ନ
ଏଟାଆ
ତେଲୁଗୁ ଭାଷା ଓଡିଆ ଭାଷା ଠାରୁ ଭିନ୍ନ ଅଟେ ।
ତେଲୁଗୁ ବାସା ଉଳିଏ ବାସାଏତେ ଏଟାଆଗେଆ ।

ଭିନ୍ନ ଭିନ୍ନ
ଏଟାଆ ଏଟାଆ
ଭାରତେ ଭିନ୍ନ ଭିନ୍ନ ଜାତିରେ ଲୋକ ଅଛନ୍ତି ।
ଭାରତରେ ଏଟାଆ ଏଟାଆ ଜାତି ହୋ'କ ମେନାଃକୱା ।

ଭିନ୍ନତା
ତାନଗା
ପ୍ରତ୍ୟେକ ଲୋକଙ୍କଠାରେ ଭିନ୍ନତା ଦେଖାଯାଏ ।
ସାବିନ ହୋ'କ ତାଆରେ ତାନଗା ନେଲାମୱା ।

ଭୁଲିବୁନି
ଆଲମ ରିଇଙ୍ଗିଆ
ପିତାମାତାଙ୍କ ପରାମର୍ଶ ଭୁଲିବୁନି ।
ଏଙ୍ଗା ଆପୁକୱା କାଜି ଆଲମ ରିଇଙ୍ଗିଆ ।

ଭୁଷୁଡି
ଦଳାଙ୍ଗ
ଦୁର୍ବଳ ଥିବା ଘରଟି ଭୁଷୁଡି ପଡିଲା ।
କମଜର୍‍ ମେନାଃ ଅୱା ଦଳାଙ୍ଗ ଜାନା ।

ଭୂମି
ଅତେ
ଉର୍ବର ଭୂମିରେ ଭଲ କୃଷି ହୁଏ ।
ବୁଦାର ଅତେରେ ବୁଗିନ ଚାଷ ହବାନା ।

ଭୂଷକରି
ଲତକେନ୍ତେ
ମୀନା ବାଲିରେ ଭୂଷକରି ପଡିଗଲା ।
ମୀନା ଗିତିଲରେ ଲତକେନ୍ତେଏ ତାବାଆଜାନା ।

ଭେରୀ
ଭେରୀ
ଯୁଦ୍ଧ ସମୟରେ ଭେରୀ ବାଜି ଉଠେ ।
ଲାଳାଇ ସୁମାଏରେ ଭେରୀ ଶଳିଏ ।

ଭେଳା
ବେଳା
ପାରାଦୀପରେ ଜାହାଜ ଭେଳା ରହିଛି ।
ପାରାଦୀପରେ ଜାହାଜକୱା ବେଳା ମେନାଆ ।

ଭୋକ
ରେଙ୍ଗେଏ
କାମ କଲେ ଭୋକ ଲାଗେ ।
ପାଇଟି ଜାନରେ ରେଙ୍ଗେଏ ଆଦାୱା ।


logo