logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଭସାଇ
ଆତୁ
ନଦୀ ବଢିଲେ ଅନେକ ଘର ଭସାଇ ନିଏ ।
ଗାଳା ପେରେଏ ଜାନରେ ଅୱାକଏଃ ଆତୁଏ ।

ଭାଇ
ବାଏଉଞ୍ଜ
ମୋ ଭାଇ କଟକରେ ରହି ଚାକିରୀ କରନ୍ତି ।
ବାଏଉଞ୍ଜ କଟକରେ ତାଇକନ୍ତେଏ ନକରୀତାନା ।

ଭାଇବନ୍ଧୁ
ଉଣ୍ଡିବୟାଃ
ଆମର ଅନେକ ଭାଇବନ୍ଧୁ ଅଛନ୍ତି ।
ଆବୁୱେ ଏସୁ ପୁରେଏ ଉଣ୍ଡିବୟାଃ କ ମେନାଃକୱା ।

ଭାଗ
ହାଟିଙ୍ଗ
ଏକ ଟଙ୍କାକୁ ଚାରିଭାଗ କଲେ ପଚିଶ ପଇସା ହୁଏ ।
ମିଡଟାକାକେ ଉପୁନ ହାଟିଙ୍ଗେରେ ପଚିଶ ପଇସା ହବାୱା ।

ଭାଗକୁ
କିଜା
ବାଇଗଣ ଭାଗକୁ ୧୦ ଟଙ୍କା ରହିଛି ।
ବେଙ୍ଗାଆ କିଜା ଗେଲ ଟାକା ମିନାଃ ।

ଭାଗକେ
ଭାଗକେ
ଭାଗକେ ଏକ କି.ଗ୍ରା. ପଡିଛି ।
ଭାଗକେ ମିଡ କିଲୋ ତାଇନେ ।

ଭାଗଫଳ
ଭାଗଫଳ
ଭାଗକଲେ ଫଳ ଯାହା ପଡେ ତାହା ଭାଗଫଳ ।
ହାଟିଙ୍ଗ କେଏରେ ଚିମିନେଙ୍ଗ ହବାୱା ଏନାଦଃ ଭାଗଫଳ ।

ଭାଗରେ
ବାଆଗାରେ
ମୋ ଭାଗରେ କଲମ ପଡିଲା ।
ଆଞ୍ଜାଆ ବାଆଗାରେ କଲମ ତାଇକେନା ।

ଭାଗଶେଷ
ଭାଆଗାସାରେଏ
ଭାଗକ୍ରିୟାର ବଳକା ଭାଗଶେଷ ଅଟେ ।
ହାଟିଙ୍ଗ ପାଇଟିରେ ସାରେଏ ଜାନ୍ତେଏ ଭାଆଗାସାରେଏ ମେନେଆ ।

ଭାଙ୍ଗିଗଲା
ରାପୁଡ୍‍ଜାନା
ହାତରୁ ଖସି କାଚ ଗ୍ଲାସଟି ଭାଙ୍ଗିଗଲା ।
ତିଇୟେତେ ପଚାଜାନ୍ତେ କାଚ ଗିଲାସ୍‍ ରାପୁଡ୍‍ଜାନା ।


logo