logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ବର୍ଷା
ଗାମା
ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସେ ।
ଜେଟେ ଦିନ ତାୟାମ୍‍ ଗାମା ଦିନ ହୁଜୁୱେ ।

ବଳଦ
ହାଳା ଉରିଇ
ବଳଦ ଶଗଡ ଟାଣେ ।
ହାଳା ଉରିଇ ଶାଗାଳି ଅରେୟା ।

ବଳିପଡିବା
ସାରେଏଜାନା
ଭୋଜିରେ ମାଂସ ତରକାରୀ ବଳିପଡିଲା ।
ଭୋଜିରେ ଜିଲୁ ଉତୁ ସାରେଏଜାନା ।

ବଳିବା
ସାରେଏ
ବଳିବା ଖାଦ୍ୟ ଫ୍ରିଜରେ ରଖ ।
ସାରେଏଜାନ ଜମାଆ ଫ୍ରିଜରେ ଜଗାଅଏପେ ।

ବସାଇଲା
ଦିବ୍‍କିଏ
ଲୋକଟି ତା ପୁଅକୁ କାନ୍ଧରେ ବସାଇଲା ।
ହ'ଆୟାଆ ହନକେ ତାରାନରେଏ ଦୁବ୍‍ କିଏଃ ।

ବସି
ଦୁବ୍‍
କୋଇଲି ଗଛ ଡାଳରେ ବସି ରାବୁଛି ।
ତୁୱାଉ ଦାରୁ କତରେ ଦୁବ୍‍ କାତେଏ ରାଆତାନା ।

ବସିବସି
ଦୁବ୍‍ ଦୁବ୍‍
ବୁଢାଟି ବସିବସି ଥକିଯିବଣି ।
ବୁଳେ ଦୁବ୍‍ଦୁବତେଏ ଲାଗାଜାନାଗେୟା ।

ବସୁଧା
ଦେଶୁମ
ବସୁଧା ଆମର ମାତା ସମାନ ଅଟେ ।
ଦେଶୁମ ଆବୁୱେ ମାଆଲଅତେ ସମାନା ।

ବସ୍ତ୍ର
ଲିଜେଏ
ଶ୍ରମକଲେ ଅନ୍ନବସ୍ତ୍ର ଅଭାବ ହୁଏ ନାହିଁ ।
ପାଇଟିରେ ଲିଜେଏ ବସ୍ତର୍‍ କାହା ରିଙ୍ଗେଏ ।

ବହି
କିତେବ
ବହିପତ୍ର ଯତ୍ନ କରି ରଖ ।
କିତେବକ ଯତନ କେଏତେ ଜଗାଏପେ ।


logo