logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ନିସ୍ୱ
ବାନଅ
ନିସ୍ୱ ବ୍ୟକ୍ତିକୁ ଯଥା ସମ୍ଭବ ସାହାଯ୍ୟ କର ।
ବାନଅ ହ କେ ଦାଇଜଂ ଦେଙ୍ଗାଇପେ ।

ନିୟନ୍ତ୍ରଣ
ସାବରୁୱେ
ହୀରାକୁଦ ବନ୍ଧ ବନ୍ୟା ନିୟାନ୍ତ୍ରଣ ପାଇଁ ନିର୍ମିତ ହୋଇଛି ।
ହୀରାକୁଦ ବାନ୍ଦା ଗାମା ଦାଆ ସାବ୍‍ରୁୱେ ଲାଗିଡ୍‍ ମେନାଃ ।

ନିୟମ
ଦୁସ‍ତୁର
ସମସ୍ତେ ବିଦ୍ୟାଳୟର ନିୟମ ମାନିବା ଉଚିତ୍‍ ।
ସବେନ ଇସ୍କୁଲରେୟାଆ ଦୁସତୁର ମାନାତିଂ ଦରକାର୍‍ ।

ନୀଡ
ବୁସୁଉ
ବାଇ ଚଢେଇ ଝଡବର୍ଷା ବେଳେ ନୀଡରେ ଝୁଲୁଥାଏ ।
ଚାଲୁ ଅୟେବୁସୁଉ ଗାମାରେୟା ଦୂଙ୍ଗେ କାନୱା ।

ନୀତି
ନୀତି ନିୟମ
ସମାଜର ନୀତି ନିୟମ ପାଳନ କରିବା ଉଚିତ ।
ସମାଜରେୟା ନୀତି ନିୟମ ମାନାତିଂତେୟା କାଜି ।

ନୀରବ
ହାପା
ବିଦ୍ୟାଳୟରେ ଆମେ ନିତି ନୀରବ ପ୍ରାର୍ଥନା କରୁ ।
ଜାଅଗେ ଆଲେ ଇସ୍କୁଲରେ ହାପାକାନ୍ତେଲେ ପ୍ରାର୍ଥନାୟା ।

ନୀଳ
ନିଲ୍‍
ନୀଳ ଆକାଶରେ ବାଦଲ ଭାସେ ।
ନିଲ୍‍ ରିମିଲରେ ଗାମା ରିମିଲ ଆପିରିନା ।

ନୂଆଁ
ନାମା
ପଶ୍ଚିମ ଓଡିଶାରେ ନୂଆଖାଇ ପାଳନ କରନ୍ତି ।
ସିଙ୍ଗିହାସୁର ଓଡିଶାରେନ୍‍କ ଜମନାମାକ ମାନାତିଙ୍ଗେ ।

ନୂଆଁନୂଆଁ
ନାମାନାମା
ମାମୁଁ ଘରେ ମୋତେ ନୂଆଁନୂଆଁ ଲାଗେ ।
ମାମୁଁ ଆୱାରେ ଆଞ୍ଜ ନାମାନାମାଞ୍ଜ ଆଦାୟା ।

ନୂଆଣିଆ
ନାମାଲେକାନ
ଗାଁ ଗହଳିରେ ନୂଆଣିଆ ଚାଳଘର ଥାଏ ।
ହାତୁରେ ନାମାଲେକାନ ବୁସୁଉଅୱା ତାଇନେ ।


logo