logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ନିତି
ସାବିଦିନ
ମୁଁ ନିତି ଇଶ୍ୱରଙ୍କୁ ପ୍ରର୍ଥନା କରେ ।
ଆଞ୍ଜ ସାବିଦିନ ସିଂଗିବଙ୍ଗାକେଞ୍ଜ ଆର୍ଦାଶଇ ତାନା ।

ନିଦ
ଦୁଉମ୍‍
ଦିନବେଳେ ନିଦରେ ଶୋଇବା ଅନୁଚିତ ।
ସିଂଗି ଇମିତାଙ୍ଗ ଦୁଉମରେ ଗିତିଇ କାଟିକିଆ ।

ନିମନ୍ତ୍ରଣ
ଦିଲି
ମୋ ଜନ୍ମ ଦିନରେ ମୁଁ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରେ ।
ଆଞ୍ଜାଆ ଜନମ ଦିନରେ କାପୁଲକଞ୍ଜ ଦିଲିକୱା ।

ନିରୀକ୍ଷଣ
ନେଲ୍‍
ଶିକ୍ଷକ ଛାତ୍ରମାନଙ୍କୁ ନିରିକ୍ଷଣ କରୁଛନ୍ତି ।
ହନକକେ ମାଷ୍ଟର ନେଲକ୍‍ ତାନା ।

ନିରୂପଣ
ଗୁଟା
ଆସନ୍ତା ବର୍ଷ ଆଳୁଚାଷ କରିବାକୁ ଆମେ ନିରୂପଣ କରିଛୁ ।
ହୁଜୁଉ ସୁର୍ମା ଆଲୁଚାଷ ଲାଗିଡ ଆଲେ ଗୁଟା ତାଡା ।

ନିର୍ଣ୍ଣୟ
ଊଳୁଃମୁଣ୍ଡି
ପ୍ରତିଟି କାର୍ଯ୍ୟ କିପରି କରାଯିବ ତାହା ଆମେ ନିର୍ଣ୍ଣୟ କରୁ ।
ସାବିନ ପାଇଟି ଚିଲିକା ପାଇଟିୟୁୱା ଏନା ଆବୁଗେ ଉଳୁଉ ମୁଣ୍ଡିଏ ।

ନିର୍ଦ୍ଦିଷ୍ଟ
ଠିଇକି
ପ୍ରତିଟି ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ରହିଥାଏ ।
ସାବିନ ନିନଃ ରେୟା ଠିଇକି ଉତ୍ତର ତାଇନେ ।

ନିର୍ଦ୍ଦେଶ
ଉଦୁବ
ଦୁର୍ନୀତି ନିବାରଣ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ।
କାରାବ ନୀତି ବନ୍ଦ ଲାଗିଡ୍‍ ସରକାର ଉଦୁବ ତାଡା ।

ନିର୍ବାହ
ପାନାଇଟି
ଆମେ ନିଜର କର୍ତ୍ତବ୍ୟ ନିର୍ବାହ କରିବା ଉଚିତ ।
ଆବୁ ଆବୁୱା ପାନାଇଟିତେୟା କାଜି ।

ନିର୍ବୋଧ
ମୁରୁକୁ
ନିର୍ବୋଧମାନେ କିଛି କରି ପାରନ୍ତି ନାହିଁ ।
ମୁରୁକୁକ ଯାହାନ ପାଇଟି କାକ ଦାୟେ ।


logo