logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଦୂଷିତ
ଜବରା
ଦୂଷିତ ଜଳ ପାନ କଲେ ରୋଗ ହୁଏ ।
ଜବରା ଦାଃ ନୁଁ କେରେ ହାସୁ ହବାୱା ।

ଦୃଶ୍ୟ
ନେଲ
କରୁଣ ଦୃଶ୍ୟ ଦେଖିଲେ ହୃଦୟକୁ ବାଧେ ।
ରାଆଃ ନେଲରେ ଜୀବନ ଦୁକୁୱେ ।

ଦୃଷ୍ଟି
ଦ୍ୟାନ
ପିଲାଙ୍କ ପାଠ ପଢା ପ୍ରତି ପିତାମାତା ଦୃଷ୍ଟି ଦିଆନ୍ତୁ ।
ହନ୍‍ କ ଆଃ ପାଳାଅ ଲାଗିଡ୍‍ ଏଙ୍ଗାଆପୁ ଦ୍ୟାନ ଅମେଁପେ ।

ଦେଖାଦେଖି
ନେପେଲ୍‍
ପରିବାର ଟିକିଏ ଦେଖାଦେଖି କରି ବାପା ଫେରି ଯାଆନ୍ତି ।
ପରିବାର କଲା ନେପେଲଯାନତେ ଆପୁ ରୁଆୟେ ।

ଦେଖି
ନେଲ୍‍
ହଠାତ୍‍ ବାଘ ଦେଖି ମୁଁ ଡରିଗଲି ।
ହଠାତ୍‍ କୁଲା ନେଲକିତେ ଆଞ୍ଜ ବରକିଡା ।

ଦେଖିବା
ନେଲେୟାବୁ
ସୂର୍ଯ୍ୟକୁ ଦେଖିବା ଦ୍ୱାରା ଆଖି ଖରାପ ହୁଏ ।
ସିଙ୍ଗି ନେଲକିରେ ମେଡ୍‍ କାରାବୱା ।

ଦେବଦାରୁ
ଦେବଦାରୁ
ଦେବଦାରୁ ଗଛର କାଠରେ ଦିଆସିଲ ତିଆରି ହୁଏ ।
ଦେବଦାରୁ ଦାରୁରେୟାଃ ସାନତେ ମାଚିସ୍‍ ବାୟଆ ।

ଦେବୀ
ପାଉଣୀ
କାଳିଜାଇ ପାହାଡରେ ଦେବୀ ମନ୍ଦିର ଅଛି ।
କାଳିଜାଇ ବୁରୁରେ ପାଉଣୀ ମନ୍ଦିର ମେନାଆ ।

ଦେଶ
ଦେଶୁମ
ଆମ ଭାରତ ଏକ ବୃହତ ଦେଶ ଅଟେ ।
ଆବୁଆଃ ଭାରତ ମିଡ ଇସୁ ମାରାଂ ଦିଶୁମ-ତାନା ।

ଦେହ
ହମଃ
ମୋ ଦେହ ଆଜି ଟିକେ ଭଲ ନାହିଁ ।
ଆଞ୍ଜାଃ ହମଃ ତିସିଂ ଜକା ବିଗିନ୍‍ ବାନଆଁ ।


logo