logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଦାନା
ଚାରା
କୁକୁଡାଙ୍କୁ ଯଥେଷ୍ଟ ଦାନା ଦେଇ ପାଳନ କର ।
ସେମକକେ ଇସୁଲାଲି ଚାରା ଅମକେତେ ଆସୁଲ କପେ ।

ଦାନ୍ତ
ଡାଟା
ପ୍ରତିଦିନ ସକାଳେ ଦାନ୍ତ ଘସିବା ଭଲ ।
ସବେନ‌ଦିନ ସେତାଆଃ ଡାଟା ସାପାନ୍‍ ବୁଗିନା ।

ଦାର୍ଶନିକ
ଦେୟାଆଁ
ଦାର୍ଶନିକମାନେ ଜୀବନର ପଥ ଦେଖାନ୍ତି ।
ଦେୟଆଁଳ ଜୀବନରେ ୟାଃକୁ ହରକ ଉଦୁବେୟା ।

ଦାୟୀତ୍ୱ
ପାଇଟି
ବାପାଙ୍କ ପରେ ଘରର ଦାୟୀତ୍ୱ ମୋ ଉପରେ ପଡିଛି ।
ଆପୁଞ୍ଜ ତାୟମତେ ଅୱାରେୟା ପାଇଟି ଆଞ୍ଜାଆ ଚେତାନରେ ମେନଆ ।

ଦି ପହର
ତିକିନ୍‍ ସିଂଗି
ଦି ପହର ବେଳେ ମଧ୍ୟାହ୍ନ ଭୋଜନ ଦିଆଯାଏ ।
ତି କିନ୍‍ ସିଂଗି ଇମିତାଂ ତିକିନ୍‍ ମାଣ୍ଡିକ ଆମେୟା ।

ଦିଆସିଲି
ମାଚିସ୍‍
ନରମ କାଠରେ ଦିଆସିଲି ଖୋଳ ତିଆରି ହୁଏ ।
ଲେବେଏ ଦାରୁତେ ମାଚିସ୍‍ ବାକ୍ସ ବାୟାଃତାନା ।

ଦିଗ
ଦିଗ୍‍
ବିପଦ ଘଟିଲେ ଚାରି ଦିଗ ଅନ୍ଧାର ଦେଖାଯାଏ ।
ତକଲିପ୍‍ ହବାଜାନରେ ଉପୁନ୍‍ ଦିଗ ନୁବାଃ ନେଲୱା ।

ଦିଗ ଦର୍ଶନ
ହରା ଉଦୁବ୍‍
ଗୁରୁଜନ ମାନେ ଆମକୁ ଦିଗଦର୍ଶନ ଦିଆନ୍ତି ।
ମାରା ହଃକ ଆବୁକେ ହରା ଉଦୁବା ବୁଆକଃ ।

ଦିବସ
ସିଂଗି
ଦିବସରେ ଲୋକେ କାମ କରନ୍ତି ।
ସିଂଗିରେ ହଃକ ପାଇଟି ୟାକ ।

ଦୀପ
ପାୟା
ଗରିବ ଲୋକମାନେ ରାତିରେ ଘରେ ଦୀପ ଜାଳନ୍ତି ।
ରେଂଗେଏ ହଃକ ନିଦା ଆୱାରେ ପାୟାଂ ଜୁଲିୟାକ ।


logo