logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଦଳ
ଗଅଟ
ହାତୀ ଦଳ ଗାଁ ଗଣ୍ଡାରେ ପଶୁଛନ୍ତି ।
ହାତୀ ଗଅଟ ହାତୁକରେକ ବଲନତାନା ।

ଦଳ
ଗାଦେଡ‍
ଗାଁ ପୋଖରୀ ଦଳରେ ପରିପୂର୍ଣ୍ଣ ହୋଇଛି ।
ହାତୁ ଭାନ୍ଦା ଗାଦେଡ୍‍ ତେ ପେରେୟା କାନା ।

ଦଳେ
ମିଡଗଅଟ
ଦଳେ ଲୋକ ଭୋଟ ପ୍ରଚାର କରୁଛନ୍ତି ।
ମିଡ୍‍ଗଅଟ ହୋକ ଭୋଟ ପ୍ରଚାରରେ ମେନାକୱା ।

ଦଶ
ଗେଲ୍‍
ମାମୁଁ ମୋତେ ଦଶ ଟଙ୍କା ଦେଲେ ।
ମାମୁଁ ଆଞ୍ଜକେ ଗେଲଟାକା ଅମାଡିଞ୍ଜଏ ।

ଦଶକ
ଗେଲ୍‍
ପନ୍ଦରରେ ଏକ ଦଶକ ସ୍ଥାନରେ ରହିଛି ।
ଗେଲମଣିଆଁରେ ମିୟାଁଡ୍‍ ଗେଲ ଜାଗାରେ ମନାଆଁ ।

ଦଶମ
ଗେଲ୍‍
ରୀତା ଦଶମ ଶ୍ରେଣୀରେ ପଢେ ।
ରୀତା ଗେଲ୍‍ କେଲାସରେ ପାଳାୱାଃ ।

ଦସ୍ତା
ସିସେ
ଦସ୍ତା ଏକ ପ୍ରୟୋଜନୀୟ ବସ୍ତୁ ଅଟେ ।
ସିସେ ମିଏଡ୍‍ ଦରକାରୀ ଜିନିଷ ।

ଦାଆ
ଦାତାରମ୍‍
ଦାଆରେ ଧାନ କଟାଯାଏ ।
ଦାତାରମ ବାବାକ ଇରିୟାଃ/ଇରଆଃ ।

ଦାଉ
ତକଲିପ
ପରିବେଶ ଆଜି ମନୁଷ୍ୟ ଉପରେ ଦାଉ ସାଧୁଛି ।
ପରିବେଶ ତିସିଂ ହଃନ ଚେତାନରେ ତକଲିପ ହବାନତାନା ।

ଦାଣ୍ଡ
ହାତୁହରା
ଆମ ଗାଁ ଦାଣ୍ଡ ଖୁବ୍‍ ଓସାରିଆ ଅଟେ ।
ଆଲେୟାଃ ହାତୁହରା ଇସୁ ଅସାର ମିନାଆଁ ।


logo