logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଗୋରା
ଏସେଲ
ମୋ ସାଙ୍ଗ ରବିର ରଙ୍ଗ ଗୋରା ।
ଆଞ୍ଜାଆ ଜୁଳି ରବିଏ ରଙ୍ଗ ଏସେଲ ଗେୟା ।

ଗୋଲ
ଗୋଲ
ପୃଥିବୀ କମଳା ଲେମ୍ବୁ ପରି ଗୋଲ ।
ଦେଶୁମ କମଳା ଲେମ୍ବୁ ଲେକା ଗୋଲ ।

ଗୋଲାପ
ଗୁଲାପ
ଗୋଲାପ ଫୁଲର ରାଜା ଅଟେ ।
ଗୁଲାବ ବାହାରେନ୍‍ ରାଜା ।

ଗୋଲି
ଗୁଲି
ପିଲାଟି ମାଟିରେ ଗୋଲି ତାଆରି କରନ୍ତି ।
ହନ୍‍ କ ହାସା ରେୟାଃ ଗୁଲିକ ବାଇୟେ ।

ଗୋଳ ମାଳ
ଏପେରାଂଗପନ୍ଦେ
ବେଳେବେଳେ ମଣିଷର ଯୋଜନା ଗୋଳମାଳ ହୁଏ ।
ମିସେମିସେ ମାନୁଆ ଉଳୁଉ ତା ତେୟା କାହା ହବାନା ।

ଗୋଳିଆ
ବୁନା
ଗୋଳିଆ ପାଣି କଙ୍କଡାକୁ ସୁହାଏ ।
ବୁନାଉ ଦାଆ କାଟ୍‍ କମ୍‍ ଲାଗିଡ୍‍ ବୁଗୁନ ।

ଗୌରବ
ଗୌରବ
ଗୌରବର ବିଜୟ ନାହିଁ ।
ଗୌରବ ରେୟା ବିଜୟ ବାନଅ ।

ଗ୍ରନ୍ଥ
କିତେବ
ଆମ ଦେଶରେ ଅନେକ ପୁରାତନ ଗ୍ରନ୍ଥ ରହିଛି ।
ଆବୁ ଦେଶରେୟା ଏସୁ ପାପାରି କିତେବକ ମେନାଃ ।

ଗ୍ରାମ ସେବକ
ଗ୍ରାମ ସେବକ
ଗ୍ରାମ ସେବକ ଗ୍ରାମବାସୀଙ୍କ ସେବା କରନ୍ତି ।
ଗ୍ରାମ ସେବକ ହାତୁରେକ୍‍ କୱା ସୁବଧାକୱା ।

ଗ୍ରାହକ
କିରିଂତାନିଇ
ଆଜିକାଲି ଗ୍ରାହାକମାନେ ସଚେତନ ହେବା ଉଚିତ୍‍ ।
ନାଆବାରସିଂ କିରିଂ ତାନକ୍‍ ସେୟାନ ତେୟା କାଜି ।


logo