logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଗେଣ୍ଡା
ଗିଣ୍ଡା
ଗେଣ୍ଡା ପାଣିରେ ରହେ ।
ଗିଣ୍ଡା ଦାଆରେଏଃ ତାଇନେ ।

ଗେଣ୍ଡୁଫୁଲ
ସହାରାଇ ବାହା
ଗେଣ୍ଡୁଫୁଲରେ ମାଳ ଗୁନ୍ଥା ଯାଏ ।
ସହାରାଇ ବାହା ହିସିରକ ବାଇୟେ ।

ଗେଲ
ଆପାରଗଏଃ
ଜେଜେ ମା ମତେ ଭାରି ଗେଲ କରନ୍ତି ।
ଜିଏଞ୍ଜଏ ଅଞ୍ଜକେ ପୁରେ ଆପାର୍‍ଗଏଃ ।

ଗୋ ପାଳନ
ଉରିଇ ଜଗାଅ
ଗୋ ପାଳନ ଏକ ଲାଭଜନକ ଉଦ୍ୟୋଗ ।
ଉରିଇ ଜଗାଅ ମିଏଡ ଲାଭ ହରା ।

ଗୋଟି ଗୋଟି
ମିଏଡ ମିଏଡ
ପକ୍ଷୀ ମାନେ ଖାଦ୍ୟ ଦାନା ଗୋଟି ଗୋଟି ଖୁମ୍ପନ୍ତି ।
ଅଏକ ଜମାଆଦାନା ମିଏଡ ମିଏକ ଜମେୟା ।

ଗୋଟିଏ
ମିଏଡ
ଆମ ଓଡିଶାର ଗୋଟିଏ ଦିଗରେ ସମୁଦ୍ର ରହିଛି ।
ଆବୁ ଓଡିଶାରେୟା ମିଏଡ କୁଟିରେ ସମୁଦ୍ର ମେନାଆ ।

ଗୋଡ
କାଟା
ଆମ ଗୋଡରେ ଦଶଟି ଆଙ୍ଗୁଠି ଅଛି ।
ଆବୁ କାଟାରେ ଦଶଟା ଆଙ୍ଗୁଳି ମେନାଃ ।

ଗୋଧି
ତଅର
ଗୋଧି ଚମଡାରେ ଖଞ୍ଜଣୀ ତିଆରି ହୁଏ ।
ତଅର୍‍ ଉଁରତେ ଖଞ୍ଜଣୀ ବାୟୁୱା ।

ଗୋପାଳ
ଗାଉ
ଗୋପାଳ ଗୋ ପାଳନ କରନ୍ତି ।
ଗାଉ ଉରିଇ କ ଆସୁଲ କୱା ।

ଗୋବର
ଗୁରିଇ
ଗୋବର ଖତ ଚାଷପାଇଁ ନିରାପଦ ।
ଗୁରିଇ ଚାଷ ଲାଗିଡ୍‍ ଦରକାନଆ ।


logo