logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଗୁଆଘିଅ
ଗୁଣ୍ଡି ଗତମ
ଗୋ ଦୁଗ୍ଧରୁ ଗୁଆଘିଅ ପ୍ରସ୍ତୁତ ହୁଏ ।
ଉରିଇ ତୱାଏତେ ଗୁଣ୍ଡି ଗତମ୍‍ ବୟୁୱା ।

ଗୁଜୁରାଣ
ଆସୁଲ୍‍
ସେ ମାଛ ଧରି ଗୁଜୁରାଣ ମେଣ୍ଟାଏ ।
ଆଏଃ ହାଇସାବ‍ କାତେଏ ଆସୁଲେନ ତାନା ।

ଗୁଡାଇ
ପାଟୁ
କ୍ଷତ ଜାଗାକୁ ପତଳା କନାରେ ଗୁଡାଇ ରଖ ।
ଘାଅ ତାଆ ପାତଲା ଲିଜେଏତେ ପାଟୁ ତାଆପେ ।

ଗୁଡି
ଗୁଡି
ଗୁଡି ଉଡାଇ ପିଲାମାନେ ଆନନ୍ଦ ପାଆନ୍ତି ।
ଗୁଡି ଆପିରତେ ହନ କ ରାଆସାକ ।

ଗୁଣକ
ଗୁଣକ
ଯାହା ଦ୍ୱାରା ଗୁଣନ କରାଯାଏ ତାହା ଗୁଣକ ଅଟେ ।
ଅକନାତେ ଗୁଣନଆ ଏନା ଗୁଣକ ମେତାଃ ।

ଗୁଣନ
ଗୁଣନ୍‍
କ୍ରମିକ ମିଶାଣକୁ ଗୁଣନକ କୁହାଯାଏ ।
କ୍ରମିକ ମିଶାଣଗେ ଗୁଣନକ ତାହା ଗୁଣ୍ୟ ଅଟେ ।

ଗୁଣଫଳ
ଗୁଣଫଳ
ଗୁଣନଫଳକୁ ଗୁଣନ କୁହାଯାଏ ।
ଗୁଣନଫଳଗେ ଗୁଣଫଳ କ ମେତାଆ ।

ଗୁଣିଆ
ଦେଅଆଁ
ଗୁଣିଆ ସନ୍ଦେହରେ ଲୋକେ ତାଙ୍କୁ ମାରି ଦେଲେ ।
ଦେଅଆଁ ତାରାଂଙ୍ଗ ମେନ୍ତେ ହୋ କ ଆଏକ ଗଏକିଏ ।

ଗୁଣୁ ଗୁଣୁ
ଗୁଣୁ ଗୁଣୁ
ଆମ ମା ଗୁଣୁ ଗୁଣୁ ହୋଇ କାମ କରନ୍ତି ।
ଆଲେୟାଆ ମାଆ ଗୁଣୁ ଗୁଣୁ ତାନେଏ ପାଇଟିଏ ।

ଗୁଣ୍ଡୁଚି
ତୁଉଃ
ଗୁଣ୍ଡୁଚି ଗଛରେ ରହେ ।
ତୁଉଃ ଦାରୁ ରେଏ ତାଇନେ ।


logo