logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅସୁମାରି
ଲାଲି
ରାତିରେ ଅସୁମାରି ତାରା ଦେଖାଯାନ୍ତି ।
ନିଜେ ଏସୁଲାଲି ଇପିଲ୍‍କ ନେଲୱା ।

ଅସ୍ତ
ଆସୁର
ଅସ୍ତ ବେଳେ ସୂର୍ଯ୍ୟ ଲାଲ୍‍ ଦେଖାଯାଏ ।
ଆସୁର ସିଙ୍ଗି ଆରାଆ ଗେଏଃ ନେଲୱା ।

ଅସ୍ତ୍ର
ଗଗଏଃ ସାମାନ
ଯେ ଅସ୍ତ୍ର ଧାରଣ କରେ ସେ ଅସ୍ତ୍ରରେ ମରେ ।
ଅକୟ ଗଗଏଃ ସାମାନେଏ ସେବେୟା ଆଏ ଗଗଏଃ ସାମାନ ତେଗେଏ ଗଜୁୱା ।

ଅସ୍ଥି
ଜାଂ
ଆମ ଦେହରେ ୨୦୬ ଖଣ୍ଡ ଅସ୍ଥି ଆଛି ।
ଆବୁ ହମଅରେ ୨୦୬ ଟା ଜାଂ ମେନାଆ ।


logo