logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅଧା
ତାରା (ଅଧା)
ବଗିଚାର ଅଧା କାମ ଆମେ କରିବୁ ।
ବାଖାନରେୟା ତାରା ପାଇଟି ଆଲେ ପାଇଟିୟେ ।

ଅଧିକ
ପୁରେଏଃ
ମୁଁ ସମସ୍ତଙ୍କ ଠାରୁ ଭଲ ପାଠ ଜାଣେ ।
ଆଞ୍ଜ୍ ସାବିନ୍‍ କୱାଏତେ ପୁରେଏ ପାଳାଅଞ୍ଜ ଏତୟା ।

ଅଧ୍ୟୟନ
ପାଳାଅ
ଧର୍ମପୁସ୍ତକ ଅଧ୍ୟୟନ ଜୀବନ ପାଇଁ ଭଲ ।
ଧରମ କିତେବ ପାଳାଅ ଜୀବନ ଲାଗିଡ୍ ବୁଗିନେ ।

ଅନୁଚ୍ଛେଦ
ଆଙ୍କା
ତୁମେ ପ୍ରତିଦିନ ପାଞ୍ଚୋଟି ଅନୁଚ୍ଛେଦ ସାହିତ୍ୟ ପଢ ।
ସାନିଦିନ୍‍ ଆମ୍‍ ମଣେୟା ଆଙ୍କା ପାଳାଅଏ ମେ ।

ଅନୁମାନ
ଆନଦାଜ
ଅନୁମାନ ଦ୍ୱାରା କାର୍ଯ୍ୟ ସଫଳ ହୁଏ ନାହିଁ ।
ଆନ‍ଦାଜା ତେଗେ ପାଇଟି ବୁଗିଲେକା କାହାହବାନା ।

ଅନୁସରଣ
ଅତଂ
ଆମେ ଧାର୍ମିକର ଅନୁସରଣ କରିବା ଉଚିତ ।
ଆବୁ ଧରମରେୟାଃ ଅତଂବୁ ସେନେୟା ।

ଅନୁସାରେ
ହସେବତେ
ଉଚ୍ଚତା ଅନୁସାରେ ଠିଆ ହୁଅ ।
ସାଲିଙ୍ଗି ହିସେବତେ ତିଙ୍ଗୁନ୍‍ ପେ ।

ଅନେଇବା
ହେତା
ଭିକାରୀ ଟି କରୁଣ ଦୃଷ୍ଟିରେ ଅନେଇଛି ।
କଏଁ ତାନିର ଚିନ୍‍ ଆଶାର୍‍ ମେଡ୍‍ ତେଏ ନେଲ୍‍ତାନି ।

ଅନେକ
ଏସୁ
ଆମ ଦେଶରେ ଅନେକ ସମସ୍ୟା ଅଛି ।
ଆବୁ ଦେଶମରେ ଏସୁ ତାକ୍‍ଲିବ୍‍କ ମେନାଆ ।

ଅନ୍ତନଳୀ
ପୁଟା
ଅନ୍ତନ୍ଦଳୀ ସଫା କରିବାକୁ ଯଥେଷ୍ଟ ପାଣି ଆବଶ୍ୟକ ।
ପୁଟା ସଫା ଲାଗିଡ୍‍ ଲାଲି ଦାଆ ଦରକାର ।


logo