logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅଠଆ
ଆଟା
ଅଠାରେ କାଗଜ ଲଗାଯାଏ ।
ଆଟାତେ କାଗଜ'କ ଜୁୱେଏୟା ।

ଅଣ ଓସାରିଆ
ବାତାରି
ଆମ ଗ୍ରାମକୁ ଅଣଓସାରିଆ ରାସ୍ତାଟିଏ ଅଛି ।
ଆଲେ ହାତୁତେ ସୁଳିହରା ମେନାଆ ।

ଅଣ୍ଟା
ମାୟାଙ୍ଗ
ବୁଢା ବୁଢୀ ମାନେ ଅଣ୍ଟା ସଳଖି ପାରନ୍ତି ନାହିଁ ।
ବୁଳେ ବୁଳିକ ମାୟାଙ୍ଗ କାକ ଦାୟେଃ ।

ଅଣ୍ଡା
ଅଣ୍ଡା (କାରମ)
ଅଣ୍ଡାର କେଶର ଦେହ ପାଇଁ ଭଲ ।
ଆଣ୍ଡା ରେୟାଃ କେଶର ହମଅ ଲାଗିଡ୍‍ ବୁଗିନେ ।

ଅଣ୍ଡାକୃତି
ଆଣ୍ଡାଲେକା
ପୃଥିବୀର କକ୍ଷପଥ ଅଣ୍ଡାକୃତି ଅଟେ ।
ଦେଶୁମ ରେୟାଃ କକ୍ଷହରା ଆଣ୍ଡାଲେକା ମେନାଆ ।

ଅତିଥି
କୁଣୁଏ
ଆମ ଘରକୁ ଅତିଥି ଆସିଛନ୍ତି ।
ଆଲେ ଆୱାତେ କୁଣୁଏକ ହୁଜୁଏ କାନା ।

ଅଦଳବଦଳ
ବପଦଲ
ପୂର୍ବକାଳରେ ଅଦଳବଦଳ ଦ୍ୱାରା କିଣାବିକା ହେଉଥିଲା ।
ସିଦେମୁନୁ ବପଦଲେତ କିରଙ୍ଗ ଆକାରିଙ୍ଗ ହବାନ୍‍ ତାନ୍‍ ଟାଇକିନା ।

ଅଦାଲତ
କାଚାରି
ଆମ ରାଜ୍ୟରେ ସର୍ବୋଚ୍ଚ ଅଦାଲତ ଅଛି ।
ଆବୁ ରାଜ୍ୟରେ ମାରାଂ କାଚାରି ମିନାଃଆ ।

ଅଦ୍ଭୁତ
ଏସୁତାନ୍‍ଗା
ଆକାଶରେ ବେଳେ ବେଳେ ଅଦ୍ଭୁତ ଦୃଶ୍ୟ ଦେଖାଯାଏ ।
ରିମିଲରେ ମିସେ ମିସେ ଏସୁତାନ୍‍ଗାନେଲ୍‍ ନେଲାମୱା ।

ଅଧଃକ୍ରମ
ଲାତାରଲାତାର
ମୁଁ ଅଧଃକ୍ରମରେ ନାମ ଗୁଡିକ ପଢିଲି ।
ଅଞ୍ଜ ଲାତାର ଲାତାର ନୁତୁମ୍‌କ୍ଞ୍ଜ୍ ପାଳାୱକେଡା ।


logo