logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଏଁଠାଚଟା
ବିଂ.ଯେ ଅନ୍ୟର ଅଇଁଠା ଚାଟେ,ଦୀନହୀନ(ବ୍ୟକ୍ତି),ପରାଶ୍ରୟୀ,ନିଜସ୍ୱତାହୀନ ବ୍ୟକ୍ତି l

ଅଏତି
ବିଂ. ଅହିଅ ,ସଧବା l

ଅଏଧ୍‌କା
ବିଂ.ଅଧିକା,ଅବଶିଷ୍ଟ,ବଳକା l

ଅଏର୍‌ସା
ବିଂ.ଆରିସାପିଠା l

ଅଏଧ୍‌କା ଟୁଁଡା
ଅନାବଶ୍ୟକ ଭାବରେ ଅଧିକ କଥା କହୁଥିବା ବ୍ୟକ୍ତି (ସ୍ତ୍ରୀ.ଅଏଧ୍‌କାଟୁଁଡି) l

ଅଏନ୍‌
ବିଂ. ଅନନ୍ୟ,ଭଲ.ସୁନ୍ଦର,ଟଉଲ l

ଅଏବଏ
ବିଂ.ଅଯଥା ଖର୍ଚ୍ଚ,ନଷ୍ଟ l

ଅଏଁରା
ଅଇରା' ଦେଖ l

ଅଏରି
୧.`ଅଇରି' ଦେଖ l ୨.ବି. ନିୟମିତ ଦୁଗ୍‌ଧ ଆଦି ଯୋଗାଇବା କର୍ମ l

ଅଏରି ଧର୍‌ବା
କ୍ରି. ବାଣିଜ୍ୟିକ ସୂତ୍ରରେ ନିୟମିତ ଦୁଗ୍‍ଧ ବା ଅନ୍ୟ ପଦାର୍ଥ ଯୋଗାଇବା l


logo