logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଟକର୍
ବି.୧. ଠକାମି | ୨. ଗର୍ବ, ଅଭିମାନ

ଟକର୍ ଛାଡ଼ାବା
କ୍ରି. ଗର୍ବ ପ୍ରଦର୍ଶନ କରିବା

ଟକର୍ ପକାବା
କ୍ରି. କଳହ ପରେ ପରସ୍ପର ଘରକୁ ଯିବାଆସିବା ବଂଦ କରିବା

ଟକ୍‌ରିଆ
ବିଂ. ମନମୁଖି ଆଚରଣ କରୁଥିବା ବ୍ୟକ୍ତି

ଟକାଟକି
ବି. ପରସ୍ପର ପାଇଁ ପ୍ରତୀକ୍ଷା

ଟଁକା
ବିଂ. ଟଂକା

ଟଁକାଦାନି
ବି. ଟଂକା ମୁଦ୍ରାରେ ଗୁଂଥା ମାଳି

ଟଁକି
ବିଂ. ଟଂକା ମୂଲ୍ୟ ବିଶିଷ୍ଟ | ଦୃ : ଏକ୍ ଟଁକି, ଦୁଇ ଟଁକି

ଟଂଗ୍‍ଟଂଗ୍
ବି. କାହାରି କଥା ନ ଶୁଣି, କୌଣସି ଠାରେ ନ ଅଟକି (ଚାଲିଯିବା)

ଟଂଗା
ବି. ୧. 'କରଂଜି' ଠାରୁ ସାନ ହାଂଡି | ୨. କେବଳ ଗୋଟିଏ ଘୋଡ଼ା ଟାଣିବା ଗାଡ଼ି


logo