logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ଖା : ଖାଉ, ହାଡ଼୍ : ହାଡୁ, ଡେଗ୍ : ଡେଗୁ , ଚିପ୍ : ଚିପୁ

ଉଆ
ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ଜର୍ : ଜରୁଆ, ଘର୍ : ଘରୁଆ, ଝାଡ଼୍ : ଝାଡୁଆ, ଗାଡ଼୍ : ଗାଡ଼ୁଆ

ଉଆ
୧. ବିଂ. ଅରୁଆ (ଚାଉଳ) |୨. ବି. କୁଂଭାରର ହାଂଡି ପୋଡ଼ିବା ଶାଳ

ଉଆଜିବ୍
ବିଂ. ଠିକ୍, ଉଚିତ

ଉଆପିକ୍
ବିଂ. ଯୋଗ୍ୟ, ଉପଯୁକ୍ତ

ଉଆର୍
ବି. ଏକ ଥର କର୍ଷଣ

ଉଆରିବା
କ୍ରି. ଲଂଗଳରେ ଜମିକୁ ପ୍ରଥମ ଥର କର୍ଷଣ କରିବା, (ଦ୍ୱିତୀୟ କର୍ଷଣକୁ 'ଦୁରିବା' କହଂତି)

ଉଆଁଲୁ
ବିଂ. ଦରପୋଡ଼ା, ଅର୍ଦ୍ଧଦଗ୍‌ଧ (ଖପର, ହାଂଡି ଇତ୍ୟାଦି), ଆର୍ଦ୍ର | ଦୃ : ଉଆଁଲୁ ଖପରାଥି ପାଏନ୍ ପଡ୍‌ଲେ ବିଲିଜିବା

ଉଆଁସ୍
ବିଂ. ଅମାବାସ୍ୟା

ଉଆଁସି
ବିଂ. ଅମାବାସ୍ୟା ତିଥିରେ ଜାତ କନ୍ୟା


logo