logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ବି. ପାଣି ସାହାଜ ଜାତୀୟ ଗଛ | କ୍ରି. ଖାଅ

ଖ‍ଅଲା/ଲେଇବା
କ୍ରି. ଗରମ ପାଣିରେ ଧୋ‌ଇ କଟା ଛେଳିର ଚମଡ଼ାରୁ ଲୋମ ବାହାର କରିବା

ଖ‍ଇ
ବି. ଭଜା ଧାନର ଚୋପା

ଖଇଖନା
ବିଂ. ଶୁଖିଲା, କୁରୂପ, କୁତ୍ସିତ, ଅସୁଂଦର, କର୍କଶ

ଖ‍ଇଚା
ବି. ୧. ସାମାନ୍ୟ ଦୋଷ | ୨. ଯେତିକି କାମ ହେବା କଥା ସେତିକି ହୋ‌ଇ ନପାରିବା ଅବସ୍ଥା

ଖ‍ଇଁଚି
ବି. କାର୍ପଣ୍ୟ

ଖ‍ଇଢେଁକାର/ରି
ବି. ଗଂଧ ହାକୁଟି, ଅଜୀର୍ଣ ହାକୁଟି

ଖ‍ଇତ୍
ବି. କ୍ଷତି, ଲୋକସାନ, ଅନିଷ୍ଟ

ଖ‍ଇନି
ବି. ଚୂନ ସଂଗେ ମଳା ହୋ‌ଇଥିବା ଧୂଆଁପତ୍ର

ଖ‍ଇରନ୍
ବି. ମୃଦଂଗ ଇତ୍ୟାଦି ବାଦ୍ୟଯଂତ୍ରର ଚମଡ଼ା ଉପରେ ଦିଆଯିବା ଗୋଲାକାର ଲେପ


logo