logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ର‍ଇ
ବି. ଚିତାଗ୍ନି, ଶବପୋଡ଼ା ନିଆଁ | ୨. ମଂଥନ ଦଂଡ ୩. ହ‍ଇଜା

ର‍ଇଖିଆ
ବିଂ. ପୁରୁଷଂକୁ ଦିଆଯିବା ଗାଳି ବିଶେଷ

ର‍ଇତା
ବି. ଦହି ମିଶ୍ରିତ ଏକ ପ୍ରକାର ବ୍ୟଂଜନ, ରାଇତା

ରକତ୍
ବି. ରକ୍ତ, ରୁଧିର, ଶୋଣିତ

ରକତ୍‌ସିଂଘି
ବି. ୧. ଏକ ପ୍ରକାର ସାପ | ୨. ଏକ ପ୍ରକାର ଧାନ

ରକ୍‌ତିଆ
ବିଂ. ରକ୍ତବାନ୍, ଉତ୍ସାହୀ, ପ୍ରାଣବଂତ

ରକ୍‌ଦମା
ବି. ଏକ ପ୍ରକାର ଧୋତି

ରକମ୍
ବି. ପ୍ରକାର, ଧରଣ

ରକ୍‌ମି
ବିଂ. ନାନା ରକମର ଛ‍ଇ ବା ଭଂଗି ପ୍ରଦର୍ଶନକାରିଣୀ

ରକ୍‌ରଜାବା
କ୍ରି. ୧. କଷ୍ଟ ହେବା | ୨. ଅସ୍ତ୍ର ଦ୍ୱାରା ଘଷି ଘଷି କାଟିବା


logo