logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ବି. ବୃକ୍ଷ ବିଶେଷ

କ‍ଅଁଲ୍
ବିଂ. କୋମଳ, ନରମ

କ‍ଅଁଲ୍ ପାଏବା
କ୍ରି. କୌଣସି ବ୍ୟକ୍ତିକୁ ଶକ୍ତିହୀନ, ଦୁର୍ବଳ ମନେ କରି ତଦନୁସାରେ ଆଚରଣ କରିବା

କ‌ଅଁଲ୍‌ବା
କ୍ରି. ପତ୍ରୋଦ୍‌ଗମ ହେବା ତୃଣ ଉଦ୍‌ଭିଦାଦି ଜାତ ହେବା | ଦୃ : ପୁସ୍, ମାଘ୍‌ଇ ଦୁଇମାସ୍ ଆମ୍ ଗଛେଁ ନୁଆଁ ପତର୍ କ‌ଅଁଲ୍‍ବାର ସମିଆ

କ‌ଅଁଲାବା
କ୍ରି. (ପଶୁ) ପ୍ରସବ କରିବା | ଦୃ : ଇ ଗାଏ ପଟ୍‌କ ଫି ବଛର୍ ଗୁଟେ ଛୁଆ କ‌ଅଁଲାସି

କ‌ଅଁଲି
ବିଂ. କୋମଳ ଭାବସଂପନ୍ନା, ବେଶି ଦିନର ହୋ‌ଇ ନଥିବା | ଦୃ : କ‌ଅଁଲି ସାଗ୍

କ‌ଅଁଲିବା
କ‌ଅଁଲ୍‌ବା' ଦେଖ

କ‌ଅଁସିଆ
ବିଂ. ଅପକ୍ୱ ବା କଷି ଅବସ୍ଥାରେ ଥିବା ଫଳ

କଇରା
ବିଂ. କହରା, ତାମ୍ରବର୍ଣ କେଶଯୁକ୍ତ ପୁରୁଷ

କଇରି
ବିଂ. କଇରା ସ୍ତ୍ରୀ


logo