logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଏହି' ଅର୍ଥରେ ନିକଟବର୍ତ୍ତୀ ବ୍ୟକ୍ତି , ବସ୍ତୁ ବା ସ୍ଥାନର ସୂଚନା ଦେବାପାଇଁ ବ୍ୟବହୃତ ସର୍ବନାମ-ବିଶେଷଣ | ଦୃ : ଇ ପିଲା, ଇ କଲମ୍, ଇ ଘର୍, ଇ ସହର୍ | ପର-ଶବ୍ଦାଂଶ | କ୍ରିୟା-ମୂଳ ସହିତ ଲାଗିଲେ ବିଶେଷ୍ୟ ଗଠିତ ହୁଏ | ଦୃ : କାଂଦ୍ : କାଂଦି, ରଡ଼୍ : ରଡ଼ି | ବିଶେଷ୍ୟ ସହିତ ଲାଗିଲେ ବିଶେଷଣ/ଗୁଣବାଚକ ବିଶେଷ୍ୟ ଗଠିତ ହୁଏ | ଦୃ : ଟୁଁଡ଼୍ : ଟୁଁଡ଼ି, କଜଲ୍ : କଜଲି, ସୁଆଦ୍ : ସୁଆଦି

ଇଆ
ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ବାଦଲ୍ : ବାଦ୍‌ଲିଆ, ପୁହୁର୍, ପୁହୁରିଆ, ଅସ୍‌କଟ୍ : ଅସ୍‌କଟିଆ

ଇଆଁ
ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ପୁସ୍ : ପୁସିଆଁ, ମୁଲ୍ : ମୁଲିଆ

ଇଆଦ୍
ବି. ସ୍ମରଣ

ଇଏ
ସ. ନିକଟବର୍ତ୍ତୀ ବ୍ୟକ୍ତି ପକ୍ଷରେ ବ୍ୟବହୃତ ସର୍ବନାମ | ଦୃ : ଇଏ ସେନ୍‌ତା କାମ୍ ନାଇଁ କରିପାରେ |

ଇଏଁଡ୍
ବି. ପୁଂ ଚିହ୍ନ, ଲିଂଗ

ଇକ୍‌ଠା
ବିଂ. ଏକତ୍ର

ଇଖ୍‌ନି
ସ. ଏକ୍ଷଣି, ବର୍ତ୍ତମାନ

ଇଖେନ୍
ସ. 'ଇଖ୍‌ନି' ଦେଖ

ଇଂଗ୍‌ରେଜି ଫୁଲ୍
ବି. ଜିନିଆ ଫୁଲ


logo