logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଢକ୍‌କର୍
ବି. ଚକ ଓ ବଳଦ ମଧ୍ୟରେ ବ୍ୟବଧାନ ରକ୍ଷାକାରୀ ଶଗଡ଼ର କାଠ ଅବୟବ ବିଶେଷ, ଶଗଡ଼ର ପଛ ପଟ ଦଂଡା

ଢକ୍‌ଢକା
ବି. ଆଦର

ଢକ୍‌ଢକାବା
କ୍ରି. ସେନ ସ୍ନେହ ପ୍ରଦର୍ଶନ କରିବା

ଢକ୍‌ଲୋ
ବିଂ. ପାଣିଆ (ତରକାରି)

ଢକୋଢକୋ
ଧ୍ୱ. ଢକ୍ ଢକ୍ ଶବ୍ଦ କରି ଶୀତଳ ତରଳ ପଦାର୍ଥ ଚଂଚଳ ପିଇବାର ଧ୍ୱନି

ଢଁ କର୍‌ବା
କ୍ରି. ଅପାନ ବାୟୁ ତ୍ୟାଗ କରିବା, ପାଡ଼ିବା

ଢଁକାର୍
ବି. ଏଉଡ଼ି

ଢଗ୍
ବି. ବଣିଆଂକ ବଟକରା

ଢଗ୍‌ବିରି
ବି. ଆଖି ଆଲୁଅ ରୋଗ

ଢଡ଼୍‌ସୋ
ବିଂ. ମୋଟା, ପୋଲା


logo