logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଲଅର୍‌ଝପର୍
ବିଂ. ପିଂଧାରଲୁଗାର କାନି ବା ପ୍ରାଂତ ଦେହର ଚାରିଆଡ଼େ ଭୂମି ସ୍ପର୍ଶ କରିବା (ଅବସ୍ଥା)

ଲଏ
ବି. ଧ୍ୟାନ, ମନୋଯୋଗ, ଲୟ

ଲଏ କର୍‌ବା
କ୍ରି. ଧ୍ୟାନଦେବା, ମନୋଯୋଗ ସ୍ଥିର କରିବା

ଲଏସର୍
ବିଂ. ଶୀର୍ଣ, ଦୁର୍ବଳ, ବିନୀତ

ଲକ୍
ବି. ପାଖ, ପାର୍ଶ୍ୱ

ଲକ୍‌ଠକ୍
ବିଂ. ସଂପୂର୍ଣ, ପୂରା, କମ୍ ନୁହେଁ କି ଅଧିକ ନୁହେଁ

ଲକ୍‌ଠକାବା
କ୍ରି. ଉପଯୁକ୍ତ ସମୟ ଦେଖିବା, ଉପଯୋଗୀ କରିବା

ଲକ୍‌ଠକିଆ
ବିଂ. ଉପଯୁକ୍ତ, ଯଥୋପଯୁକ୍ତ

ଲକ୍‌ଠା
ବିଂ. ନିକଟ

ଲକ୍‌ବକାବା
କ୍ରି. ଅସ୍ଥିର ଓ ବକ୍ର ହେବା


logo