logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ପର-ଶବ୍ଦାଂଶ l କ୍ରିୟା ମୂଳରେ ଲାଗିଲେ ବିଶେଷ୍ୟ ଗଠିତ ହୁଏ l ଦୃ: ପି: ପିଆ, ଧୁ:ଧୁଆ, ଧୁକ୍‍: ଧୁକା, ଦେଖ୍‍:ଦେଖା, ପଢ୍‍:ପଢା l ପର-ଶବ୍ଦାଂଶ l ବିଶେଷ୍ୟରେ ଲାଗିଲେ ବିଶେଷଣ ଗଠିତ ହୁଏ l ଦୃ: ଡାଢି:ଡାଢିଆ, ଗେରୁ: ଗେରୁଆ, ଫଗୁ: ଫଗୁଆ, ଗଅଁଲି:ଗଅଁଲିଆ,ଭୁଖ୍‍: ଭୁଖା l

ଆଅ
କ୍ରି. ଅଟ l

ଆଇଖାଡି
ବି. ଦହି ମଂଥିବା ପାଇଁ ବାଡି l

ଆଇବା
କ୍ରି. ଆସିବା l

ଆଇସ୍‍ଥିଲା
କ୍ରି. ଆସିଥିଲା l

ଆଇଁସ୍‍ବିସର୍‍
ବିଂ. ଆମିଷଜାତୀୟ ପଦାର୍ଥ l

ଆଉ
କ୍ରି. ଅଟୁ l

ଆଉଁ
କ୍ରି. ଅଟୁଁ l

ଆଉଁଡ୍‍
ବି. ଆବର୍ତ l

ଆଉଁଡ୍‍ବା
କ୍ରି. (ପାଣି ) ଭଉଁରି ବୁଲିବା l


logo