logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ତ‌ଅଁର୍
ବି. ୧. ଯୁଆଳିର ମଝିରେ ଲାଗିବା ଲୁହା କଂଟା | ୨. କୂପ ଗର୍ଭକୁ ଯିବା ପାଇଁ ବ୍ୟବହୃତ କଂଟାଳିଆ ଲଂବ ବାଉଁଶ

ତଏଁତରୁ
ତହିଁ ଉତ୍ତାରୁ

ତକ୍
ଅଂ. ସୀମାସୂଚକ ଅବ୍ୟୟ, ପର୍ଯଂତ

ତକ୍‌ଡ଼ି
ବି.୧. ବଟକରା ୨. ସୂତା କାଟିବା ତାକୁଡ଼ି

ତକ୍‌ଡେଇବା
କ୍ରି. ଗାଳି ଦେଇ ସାବଧାନ କରିବା l

ତକ୍‌ତକାଇବା
କ୍ରି. କୌଣସି ସମୁଦ୍ୟତ କରି ରଖିବା, ନିର୍ଦିଷ୍ଟ ସମୟ ପୂର୍ବରୁ କୌଣସି କାର୍ଯ ସଂପାଦନ କରିବା ସକାଶେ କହିବା କିଂବା ଅବସ୍ଥା ସୃଷ୍ଟି କରିବା

ତକାଇବା
କ୍ରି. ଦେଖିବା ପାଇଁ ପ୍ରବୃତ୍ତ କରିବା

ତକିଏତ୍
ବି. ତାଗିଦା, କାର୍ଯ ଚଂଚଳ ସାରିବା ପାଇଁ ଦୃଢ ନିର୍ଦେଶ

ତକୁଆଲ୍
ବିଂ. ଚତୁର, ଚାଲାକ

ତକେ
ସ. ତୋତେ, ତୁମକୁ


logo