logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଘଇଆ
ବିଂ. ଖଂଡିଆ ଖାବରା

ଘଏତା
ବି. ଘଇତା, ସ୍ୱାମୀ (ସ୍ତ୍ରୀ. ମାଏପୋ)

ଘଏତା କର୍‍ବା
ବିବାହ ପୂର୍ବରୁ ବା ପରେ ପର ପୁରୁଷ ସହିତ ଯୌନ ସଂସର୍ଗ କରିବା

ଘଏତା ଖାଇ
ବିଂ. ଯେଉଁ ସ୍ତ୍ରୀ ନିଜର ସ୍ୱାମୀର ମୃତ୍ୟୁର କାରଣ ହୁଏ (ଗାଳି)

ଘଏତା ମାରି
ବିଂ. ଯେଉଁ ସ୍ତ୍ରୀ ନିଜ ସ୍ୱାମୀକୁ ପ୍ରହାର କରେ (ଗାଳି)

ଘଏଲି
ଘାଉରି' ଦେଖ

ଘଗ୍‌ରି
ବି. ମାଠିଆ, କଳସ

ଘଂଗୋ
ବି. ଓଲୁ

ଘଂଗୋ ହେବା
ଆଂଠୁ ମାଡ଼ି, ହାତ ଭୂମିରେ ଚାପି, ପିଚା ଉପରକୁ ଉଠାଇବା

ଘଟନ୍
ବି. ଗଢଣ, ଗଠନ


logo