logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଛ‍ଅର୍
ବି. କ୍ଷୌର, କେଶ ମୁଂଡନ

ଛଏର୍
ବି.ଛାଇ , ଛାୟା

ଛକ୍‌ଲେଇ ଦେବା
ଛକାଲି ଦେବା' ଦେଖ

ଛକା
ବି. ୧. ଭୂଇଁରେ ଗାର ଟାଣି ଅଥବା ପାଲି ପକାଇ ନିର୍ଦ୍ଦିଷ୍ଟ ସଂଖ୍ୟକ ଘର ବା ଛକ ମଧ୍ୟରେ ଖେଳା ଯାଉଥିବା ସତରଂଜ ଭଳିଆ ଖେଳ ବିଶେଷ | ୨. ତାସ ପୁଡ଼ାର 'ଛ‍ଅ'

ଛକାଲି ଦେବା
କ୍ରି. କତଲ କରିଦେବା, ହାଣି ଦେବା

ଛଖଁଡ଼ି
ବିଂ. କାଂଡଜ୍ଞାନହୀନ, ଜଡ଼, ପିଂଡ, ମରଣଯୋଗ୍ୟ (ଗାଳି)

ଛଁଚ୍‌ବା
କ୍ରି. ଶୌଚ କରିବା

ଛଚର୍‌ବା
କ୍ରି. ସଂଚରିବା | ଦୃ : ଟୁକେଲର୍ ଗରଭ୍‌ ଛଁଚ୍‍ରିଛେ

ଛଁଚା
ବି. ୧. ପୁଡ଼ା ବାଂଧିବା ପାଇଁ ବ୍ୟବହୃତ ସବାଇ ବା ପନାସି ଘାସର ମୋଟା ଦ‌ଉଡ଼ି | ୨. ବ୍ରାହ୍ମଣମାନଂକୁ ପ୍ରଦତ୍ତ ଔପଚାରିକ ଖାଦ୍ୟ ସାମଗ୍ରୀ, ସଂଚା

ଛଁଚାବା
କ୍ରି.ଅନ୍ୟକୁ ଶୌଚ କରାଇବା


logo