logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଓଏ
ବି. ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପାଳିତ ଏକ ପାରଂପରିକ ଉତ୍ସବ

ଓକ୍‌ବା
କ୍ରି. ଓଃ ଓଃ ଶବ୍ଦକରି ବାଂତି କରିବା

ଓକର୍
ବି. ଇଜ୍ଜତ, ସମ୍ମାନ

ଓକ୍‌ରାବେର୍
ବିଂ. ଝାଡ଼ାବାଂତି

ଓକ୍‌ରି
ବି. ଚୁଡ଼ା କୁଟିବା ବେଳେ ଘାଂଟିବା ପାଇଁ ବ୍ୟବହୃତ ବାଡ଼ି

ଓକଲ୍‌କୋଏଚ୍
ବିଂ. ଅତିଶୟ ତିକ୍ତ

ଓକି
ବି. ବମନ, ବାଂତି

ଓକିବା
କ୍ରି. ବାଂତି କରିବା

ଓକି ଲାଗ୍‌ବା
କ୍ରି. ବାଂତି ବାଂତି ଲାଗିବା

ଓଖର୍
ବି. ଗୋକ୍ଷୀର


logo