logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଂ. ହଳ ଚଳାଇବା ବେଳେ ବଳଦକୁ କୁହାଯିବା ଡାକ, ସାଂକେତିକ ଧ୍ୱନି

ହ‍ଇ
ଅଂ. ସମ୍ମତି ସୂଚକ, ନିଶ୍ଚୟାର୍ଥକ

ହଏ
ହ‍ଇ' ଦେଖ

ହଏଗା
ଅଂ. ସମବୟସ୍କ ପ୍ରତି ସଂବୋଧନ

ହଏରାନ୍
ବି. ହ‍ଇରାଣ

ହଏରେ
ଅଂ. ସଂବୋଧନାର୍ଥକ ଶବ୍ଦ

ହକ୍‌ରା
ବିଂ. ନିମଂତ୍ରଣ | ଦୃ : ହକ୍‌ରା ସାଢି

ହଁକ୍
ବି. ଈର୍ଷା, ନଜର, ଦୃଷ୍ଟି, ଅହମିକା

ହଁକ୍‍ପିତ୍
ବି. ଉନ୍ମାଦ, ଉତ୍ତେଜନା

ହଁକ୍‍‌ରିଆ
ବିଂ. ପରଶ୍ରୀକାତର


logo