logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଖେଇଡଁଡ୍‌
ବି. ବିନା ଦୋଷରେ ଦଂଡ,ନିରାହାରରେ ରଖି ଦିଆଯିବା ଶାସ୍ତି l

ଅଗ୍‌ଡମ୍‌ବଗ୍‌ଡମ୍‌
ବିଂ. ଯାହିତାହି l

ଅଗଁଡିର୍‌
ବିଂ. ଅଗଣିତ, ଅସଂଖ୍ୟ l

ଅଗ୍‌ତା ପତ୍‌ରି
ବି. ଗ୍ରାମଦେବୀଙ୍କ ନିକଟରେ ପ୍ରଥମେ ଲାଗୁଥିବା ଭୋଗ l

ଅଗ୍‌ପଚା
ବିଂ. ଯାହାର ଅଗ ପାଚିଲା,ମାତ୍ର ଅବଶିଷ୍ଟାଂଶ କଂଚା l

ଅଗ୍‌ବା
ବିଂ. କେବଳ ,ଅବିକୃତ,ନିର୍ଭେଜାଲ୍‌,ମିଶାମିଶି ହୋଇ ନଥିବା l

ଅଗମ୍‌
ବିଂ. ଗର୍ଭବତୀ,ଅଗମ୍ୟା l

ଅଗମ୍‌ପତା
ବିଂ. ନିରୁଦ୍ଦେଶ୍ୟ l

ଅଗ୍‌ମଥୁ
ବିଂ.ପ୍ରତ୍ୟକ୍ଷରେ ତୋଷାମଦ ବା ଚାଟୁ କରୁଥିବା (ବ୍ୟ କ୍ତି) l

ଅଗର୍‌ବକ୍‌ତା
ବିଂ. ଅଗକୁହା l


logo