logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଗର୍‌ହନ୍‌
ବିଂ. ଅଗ୍ରହଣୀୟ l

ଅଗରା
ବି. ଅଗ ଅଂଶ (ଆଖୁର) l

ଅଗଲ୍‌ଲଟା
ବିଂ. ଅତିରିକ୍ତ,ତେଣୁ,ଅନାବଶ୍ୟକ (ଗାଳି) l

ଅଗ୍‌ଲା
ବିଂ. ବଳି ପଡିଥିବା,ଅଧିକା l

ଅଗ୍‌ଲା ଉଛ୍‌ଲା
ବିଂ. ବଳିପଡିଥିବା,ଉଛୁଳି ପଡିଥିବା,ଅତିରିକ୍ତ,ଯାହା ନିଅଂଟ ହେବାର ଆଶଂକା ନ ଥାଏ l

ଅଗ୍‌ଲାଚଟୁ
ବିଂ.ଯୋଗ୍ୟତା ଥାଉ ବା ନ ଥାଉ ଯେ ସବୁ କାମକୁ ଆଗଭର ହୁଏ.ଉଦ୍ଧତ,ଅମାନିଆ(ବାଳକ) l

ଅଗ୍‌ଲା ପଲ୍‌ହା
ବିଂ. ଅମାନିଆ ପିଲା l

ଅଗ୍‌ଲାବା
କ୍ରି. ସଂଚୟ କରିବା,ବଳାଇ ରଖିବା l

ଅଗ୍‌ଲି
ବି.ଉପୁରି ପ୍ରାପ୍ୟ,ଲାଭ,ନିର୍ଦିଷ୍ଟ ଦେୟରୁ ବଳିଥିବା ପରିମାଣ l

ଅଗ୍‌ଲିବା
କ୍ରି. ବଳିପଡିବା,ଅବଶିଷ୍ଟ ରହିବା,ଆବଶ୍ୟକ ପରିମାଣରୁ ଅଧିକ ହେବା l


logo