logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଁଟାସୂତା
ବି.ଅଂଟାରେ ପରିଧେୟ ରୁପା ଅଳଂକାର ବିଶେଷ l

ଅଁଟି
ବି. ଅଂଟି l

ଅଁଟିଆ
ବି.ଆଟ ଜମିରେ ଥିବା ମାଛ l

ଅଁଟିବା
କ୍ରି.୧.ବ୍ୟବହାର ପରେ ଦ୍ରବ୍ୟାଦି ଅବଶିଷ୍ଟ ରହିବା,ଯଥେଷ୍ଟ ବା ଆବଶ୍ୟକତାର ଉପଯୁକ୍ତ ହେବା,୨. ଜଳ ବା ଜଳୀୟ ବସ୍ତୁର ପରିମାଣ ହ୍ରାସ ହେବା l

ଅଁଟୁଆ
ବି.ଧାନକ୍ଷେତର ପାଣି ଅଁଟିଯିବା ପରେ ଖାଲୁଆ ଜାଗାଗୁଡିକରେ ରହି ଯାଉ ଥିବା ପାଣି ,ଏଭଳି ଅଳ୍ପ ପାଣି ଥିବା ଖାଲୁଆ ଜାଗା l

ଅଁଟୁଆ ଧର୍‌ବା
କ୍ରି. କ୍ଷେତ୍ରର ଜଳସ୍ତର ହ୍ରାସ ହେବା ପରେ ତହିଁରୁ ମାଛ ଧରିବା l

ଅଁଟେଇ
ବି.ବନ୍ୟ ଘାସରୁ ତିଆରି ଏକ ପ୍ରକାର ଦଉଡି l

ଅଠାନ୍‌
ବିଂ.ଅସ୍ଥାନ,ଅଜାଗା,ଦେହର ଅସୁବିଧାଜନକ ସଂଧିସ୍ଥଳ l

ଅଠାନ୍‌ ଠାନ୍‌
ବିଂ.ଉପଯୁକ୍ତ ଓ ଅନୁପଯୁକ୍ତ ସ୍ଥାନ ବା ଜାଗା l ଦୃ: ଅଠାନ୍‌ ଠାନ୍‌ ପିଟ୍‌ଲେ ଲୋକ୍‌ଟା ମରିଯିବା l

ଅଁଠା
ବି. ମୋଡା(କାନ ପକ୍ଷରେ ବିଶିଷ୍ଟ ପ୍ରୟୋଗ) l ଦୃ:ବନେକରି ନାଇଁପଚ୍ଚଲେ କାନ୍‌ଅଁଠା ଖାଏବୁ l


logo