logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଡବା
ବିଂ. ଅନାହୂତ ,ଅନିମଂତ୍ରିତ l

ଅଡଂଗ
ବିଂ.ଅବୋଧ୍ୟ ,ଅମାନିଆ,ଏକ ମୁର୍‌ଖିଆ,ଧୁତୁମ୍‌ l

ଅଡଂଗ୍‌/ଗା
ବି. ୧. କଂଚା ଆଂବ ବା ବର କୋଳିରୁ ପ୍ରସ୍ତୁତ ଏକପ୍ରକାର ଆଚାର,୨.'ତୁଲିଆ' ଦେ l

ଅଡ୍‍ଂଗିବସ୍‌ବା
କ୍ରି. ଜିଦ୍‌ ଧରି ବସିବା,ଅଡି ବସିବା l

ଅଡଂଡେଲ୍‌
ବିଂ.ଖେଳକୁଦ ଆଚାର ବ୍ୟବହାରରେ ଭଦ୍ର ଓ ଶାଂତ (ପିଲା),ଯାହାକୁ ଦଂଡ ଦିଆଯାଇ ପାରିବନାହିଁ l

ଅଡ୍‍‌ପଟିଆ
ବିଂ.ଅସୁବିଧାଜନକ ପାର୍ଶ୍ୱରେ l

ଅଁଡ୍‌ରା
ବିଂ. ଅଂଡିରା, ପୁରୁଷ l

ଅଁଡ୍‌ରା/ରେଇବା
କ୍ରି. କୌଣସି ପ୍ରାପ୍ତି ବା ଲାଭର ଆଶା ନଥାଇ ମଧ୍ୟ ଗୋଟିଏ ସ୍ଥାନରେ ରହି ସମୟ ବିତାଇବା l

ଅଡ୍‌ସଲ୍‌
ବି.ସୂତା ସଜାଡିବା ପାଇଁ ତଂତରେ ବ୍ୟବହୃତ ବାଡି l

ଅଡା
ବି.୧.ଲୁଗା ଆଦି ଶୁଖାଇବା ପାଇଁ ଛାତରୁ ଝୁଲୁଥିବା ବାଉଁଶ ବାଡି.୨.ଠେଂଗା,ଗେଡା, ୩.ଶସ୍ୟ ମାପ l


logo