logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଗାଡିପସ୍‌ରା
ଯାହା ଦ୍ୱାରା କୌଣସି କାର୍ଯ ସୁସଂପନ୍ନ ହୁଏ ନାହିଁ l

ଅଗାଧର୍‌
ବିଂ. ଅପ୍ରତିଷ୍ଠ,ହୀନ,ନୀଚ,ଗର୍ହ୍ୟ(ଗାଳି) l ଦୃ: ଇ ଅଗାଧର୍‌ ପିଲାକେ କେନ୍‌ତେଇ ସମାଲ୍‌ସ ଯେ l

ଅଗା ବଗା ଖଗା
ବି. ଗୁରୁତ୍ୱହୀନ ତିନିଜଣ ବ୍ୟକ୍ତି ସୂଚକ l ତୁଳନୀୟ : ରାମା ଦାମା ଶାମା l

ଅଗି
ବି. ଅଗ୍ର,ଶୀର୍ଷ l

ଅଗିଆଁ ବିଛୁ
କଇରି କଁଟିଆ' ଦେଖ l

ଅଗୁଆ
ବିଂ.ଆଗେ ଯିବା ଲୋକ ,ନେତା, ନାୟକ ,ମୁଖିଆ l

ଅଗେଲ୍‌ହାରି
ବିଂ.ଯେଉଁ ବାଳିକା ଗେହ୍ଲେଈ ନୁହେଁ,ସ୍ନେହରୁ ବଂଚିତା l

ଅଁଗେ
ବିଂ.ଦୁଇ ହାତରେ ଧରାଯିବା ପରିମାଣ l

ଅଗୋସ୍‌ଠିଆ
ବିଂ.କାହାରି ସାଂଗରେ ନ ମିଶି ଗୋଷ୍ଠୀ ଭାଂଗୁଥିବା(ପିଲା) l

ଅଘ୍‌ରିଆ
ବିଂ.ଗୃହହୀନ ବ୍ୟକ୍ତି l ବି.୧.ଆଖୁର ଉପର ଅଂଶ l ୨.ଜାତି ବିଶେଷ |


logo