logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଜାଏତ୍‌
ବିଂ. ଜାତିଚ୍ୟୁତ,ବାସଂଦ l

ଅଜାଡି
ବି.ଶକ୍ତ ବେମାର ହୋଇ ପଡିଥିବା ଅବସ୍ଥା |ଦୃ: ବୁଢା ଅଜାଡି ହେଇ ପଡିଛନ୍‌ l

ଅଜାନ୍‌ତିଆ
ବିଂ. ଅଜାଣତରେ l

ଅଜାନ୍‌ତିକେଁ
ବିଂ.ଅଜାଣତରେ l

ଅଜାନ୍‌ତୁକି
ବିଂ.ଯେଉଁ ସ୍ତ୍ରୀ ଜାଣି ସୁଦ୍ଧା ନଜାଣିବାର ଛଳନା କରେ l

ଅଜାନ୍‌ଜାନ୍‌
ବିଂ.ଅଳ୍ପଜ୍ଞାନ୍ତ l

ଅଜାନ୍‌ବାର
ବିଂ. ଜାଣିନଥିବା ଲୋକ,ଅଜ୍ଞାନ l

ଅଜାବା
କ୍ରି. କବାଟ,ତାଟି ଆଦିର ଶିକୁଳି ବା ଛିଟିକିଣି ନ ଦେଇ ବଂଦ କରି ରଖିବା l

ଅଜାମରି
ବିଂ. ଅକ୍ଷୟ ,ଅବିନଶ୍ୱର,ଚିରସ୍ଥାୟୀ,ଅଜର ଅମର l

ଅଜିରନ୍‌
ବି.ଅଜୀର୍ଣ,ପେଟରେ ଖାଦ୍ୟ ହଜମ ନହେବା ଅବସ୍ଥା l ବିଂ. ଅଜିର୍‌ନିଆ l


logo